Odia News Portal

ଓଡିଶା ପ୍ରଜ୍ଞାପନ ମେଢ ପ୍ରଥମ

ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ଶ୍ରେଷ୍ଠ । ବିଚାରକ ମଣ୍ଡଳୀ ଦ୍ୱାରା ଓଡିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ । ନାରୀ ସଶକ୍ତୀକରଣକୁ ନେଇ ପ୍ରସ୍ତୁତ ହୋଇଥିବା ଓଡିଶା ପ୍ରଜ୍ଞାପନ ମେଢ । ପ୍ରଜ୍ଞାପନ ମେଢରେ ଗୁଜୁରାଟ ଦ୍ୱିତୀୟ, ତାମିଲନାଡୁ ତୃତୀୟ ।