Odia News Portal

ଗୋଇଠା ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା

ଗୋଇଠା ଓ ମାଡ ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଟାଉନ ଥାନାରେ ଏତଲା ପରେ ପୋଲିସ ଦ୍ୱାରା ସ୍ୱାମୀ ଅଟକ ରହିଥିବା ସୂଚନା ରହିଛି ।