Odia News Portal

ନାବାଳିକାର ବେକ କାଟିଲା ପାଗଳ

ପାଗଳର ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର । ବାଣୀଗୋଛା ଥାନା ମିତିଗଡୁ ଗାଁରେ ପାଗଳର ଉନ୍ମୁତ୍ତକାଣ୍ଡ । ଟାଙ୍ଗିଆରେ ନାବାଳିକାକୁ ଆକ୍ରମଣ, ବେକରେ ଗଭୀର ଆଘାତ । ଗୁରୁତର ଅବସଥାରେ ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ଥାନାରେ ଅଟକ ।