Odia News Portal

ପହିଲରେ ସୃଷ୍ଟି ହେବ ବାତ୍ୟା

 ଦକ୍ଷଣ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆସନ୍ତାକାଲି ସକ୍ରିୟ ଲଘୁଚାପ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ।