Odia News Portal

ହାଜର ହେଲେନି ସୋମଲିକା

ବିଧାୟକ ବିଜୟ ଶଙ୍କର ଦାଶ ଓ ସୋମାଲିକା ବିବାହ ବିବାଦ ମାମଲା । ବିବାହ ପଞ୍ଜୀକରଣ ଅଧିକାରୀଙ୍କଠାର ହାଜର ହେଲେନି ସୋମାଲିକା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୋମଲିକାଙ୍କ ଓକିଲ ହାଜର ହେଲେ । ବିଜୟଙ୍କ ବାନ୍ଧବୀ ପ୍ରତୁ୍ୟଷା ନନ୍ଦଙ୍କ ପୂର୍ବତନ ସ୍ୱାମୀ ହାଜର ହେଲେ । ପ୍ରତୁ୍ୟଷାଙ୍କ ସହ ବିବାହ ବିଚ୍ଛେଦରେ ଦଲିଲ ଦାଖଲ କଲେ ପୂର୍ବତନ ସ୍ୱାମୀ ।