Odia News Portal

ଆର୍ଯନ କଲେଜ ଅଫ ବିସିନେସ ମ୍ୟାନେଜମେଣ୍ଟର ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ସୁନ୍ଦରପଦାସ୍ଥିତ ଆର୍ଯନ କଲେଜ ଅଫ ବିଜିନେସ ମ୍ୟାନେଜମେଣ୍ଟ ପରିସରରେ ଏକ ବକ୍ତୃତା ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି । କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିସିଏସଆରର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା କରାଯାଇଥିଲା କ୍ଷ କାର୍ୟ୍ୟକ୍ରମର ଶୀର୍ଷକ ଥିଲା ନାରୀ ସଶକ୍ତିକରଣ । କାର୍ୟ୍ୟକ୍ରମରେ ୧୦ କଲେଜ ଓ ୨ ୟୁନିଭରସିଟିର ଛାତ୍ରଛାତ୍ରୀ ଯୋଗଦେଇଥିଲେ । କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ର ନିର୍ଦେଶକ ଡ଼ା ସୁଜିତ କୁମାର ମିଶ୍ର ଓ ଆର୍ଯନ କଲେଜ ଅଫ ବିଜିନେସ ମ୍ୟାନେଜମେଣ୍ଟର ଅଧ୍ୟକ୍ଷା ଡ଼ା ମୌସୁମୀ ପଣ୍ଡା କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।