Odia News Portal

ATM ଲୁଟୁଥିଲେ, ଧରା ପଡିଗଲେ

ଭୁବନେଶ୍ୱର: ଫେଲ୍‌ ମାରିଲା ଲୁଟ୍‌ ଉଦ୍ୟମ। ଧରାପଡିଲେ ATM ଲୁଟେରା। ଭୁବନେଶ୍ୱର ଓଲ୍‌ଡଟାଉନ୍‌ରେ ATM ଭାଙ୍ଗି ଲୁଟ୍‌ କଲାବେଳେ ଲୁଟେରାକୁ ମାଡି ବସିଲେ ସ୍ଥାନୀୟ ଲୋକେ।

ଆଜି ଭୋରରୁ ଲୁଟେରାମାନେ ATM ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଲୋକମାନେ କାବୁ କରିଥିଲେ। ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଲୁଟେରାଙ୍କୁ ଗିରଫ କରି ତଦନ୍ତ କରୁଛି।