Odia News Portal
Browsing Tag

ias

ଆଇଏଏସ ସ୍ତରରେ ଅଦଳ ବଦଳ

ଆଜି ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ଦେଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ସଚିବ ଭାବେ…

IAS ସ୍ତରରେ ଅଦଳ ବଦଳ

() ଆଇଏସ୍ ସ୍ତରରେ ଅଦଳ ବଦଳ । ହସ୍ତ ସଚିବ ଅଶୋକ ମିନା ହେଲେ ପଂଚାୟତରାଜ ସଚିବ । ପର୍ଯ୍ୟଟନ ସଚିବ ବିଶାଲ ଦେବ୍ ହେଲେ ଅର୍ଥ ସଚିବ । ପଂଚାୟତରାଜ ସଚିବ ଡିକେ ସିଂ ହେଲେ ଖଣି ଓ ଇସ୍ପାତ ସଚିବ । ଖଣି ସଚିବ ସୁରେନ୍ଦ୍ର କୁମାର ହେଲେ ସାଧାରଣ ପ୍ରଶାସନ ସଚିବ । ସୁରେନ୍ଦ୍ର କୁମାରଙ୍କୁ…

ରଥଖଳାରେ ମହାପ୍ରସାଦ ସେବନ କଲେ ଜିଲ୍ଲାପାଳ

ରଥଖଳାରେ ତଳେ ଚକା ପକାଇ ବସିଛନ୍ତି ଜିଲ୍ଲାପାଳ। ରଥ ନିର୍ମାଣରେ ନିୟୋଜିତ କାରିଗର ଓ ସେବାୟତଙ୍କ ସହ ମିଶି ମହାପ୍ରସାଦ ସେବନ କରୁଛନ୍ତି। ପୁରୀ ଜିଲ୍ଲାପାଳଙ୍କ ଏଭଳି ସାଧାରଣ ଜୀବନଯାପନ ଦେଖି ଆଜି ସମସ୍ତେ ତାଜୁବ ହୋଇଛନ୍ତି। ପିପିଇ କିଟ୍ ପିନ୍ଧି କୋଭିଡ କେୟାର ଯାଇ ଚର୍ଚ୍ଚାରେ ଥିବା…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର() ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ।ଏହି ୩ଜଣ ଆଇଏଏସ ଅଧିକାରୀଙ୍କୁ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ ୧୯୮୮ ବ୍ୟାଚର ଆଇଏଏସ ପରାଗ ଗୁପ୍ତା ହୋଇଛନ୍ତି ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷ । ସେ ନିକଟରେ…

ଆଇଏଏସ ବିଶ୍ୱରଞ୍ଜନଙ୍କୁ ଉତ୍ତର ବିଧାୟକଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର : ଦୃଢ ଇଚ୍ଛାଶକ୍ତ ଓ ଅଧ୍ୟବସାୟ ଆଗରେ ଦାରିଦ୍ର୍ୟ କିପରି ହାର ମାନେ ତାହା ଶ୍ରୀକୁମାର ବିଶ୍ୱରଞ୍ଜନ ପ୍ରମାଣିତ କରିଦେଇଛନ୍ତି । ବାପା ପେଷାରେ ଜଣେ ଦର୍ଜୀ । ବ୍ୟବସାୟ କର ନିଜର ସୀମିତ ସମ୍ବଳ ଭିତରେ ଏବଂ ନାନା ପ୍ରକାରର ଅଭାବ ଅନାଟନରେ ଚଳୁଥିବା ବେଳେ ନିଜ ପୁଅକୁ ଆଇଏଏସ…

ପ୍ରଦୀପ ସିଂହ ଆଇଏଏସ ଟପ୍ପର

ଭୁବନେଶ୍ୱର()  ଆଜି ପ୍ରକାଶ ପାଇଛି ୟୁନିଅନ ପବ୍ଲିକ ସର୍ଭିସ ପରୀକ୍ଷା ଫଳ । ଏଥିରେ ପ୍ରଦୀପ ସିଂହ ଆଇଏଏସ ଟପ୍ପର ହୋଇଥିବା ଜଣାଯାଇଛି ।  ସେହିପରି ଯତୀନ କିଶୋର ଦ୍ୱିତୀୟ ଓ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି ।  ମୋଟ ୮୨୯ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । …

ଅନୁ ଜଳସମ୍ପଦ, ସୁରେନ୍ଦ୍ର କୁମାର ଖଣି ଇସ୍ପାତ

ଭୁବନେଶ୍ୱର() ରାଜ୍ୟ ସରକାର ଉଚ୍ଚ ପଦସ୍ଥ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଆରକେ ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ସଚିବ ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।…

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର() ରାଜ୍ୟ ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ପି. ଅନ୍ୱେଶା ରେଡ୍ଡି ହୋଇଛନ୍ତି ମୟୂରଭଞ୍ଜର ଉପଜିଲ୍ଲାପାଳ । ସେହିପରି ପାଟିଲ ଆଶିଷ ଈଶ୍ୱର ବାଲେଶ୍ୱର ଉପଜିଲ୍ଲାପାଳ ହୋଇଥିବା ବେଳେ ଦିବାକର ଟି.ଏସ୍ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ…

କ୍ରିଷନ କୁମାରଙ୍କୁ ୧୦୪ କଲ ସେଂଟର ଓ ପୋର୍ଟାଲ ମୁଖ୍ୟ ଦାୟିତ୍ୱ

ଭୁବନେଶ୍ୱର() କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯୋଗାଣର ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବିଶାଲ ଦେବଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର…

କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ବର()  ବରିଷ୍ଠ ଆଇଏଏସ୍‌ମାନଙ୍କୁ କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ ଦିଆଗଲା । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ୨୨ ବରିଷ୍ଠ ଆଇଏସ୍‌ଙ୍କୁ ଜିଲ୍ଲା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର…