ନଭେମ୍ବର 20 ରେ ପରଦା ଉପରକୁ ଆସିବାକୁ ଯାଉଛି ପ୍ରଥମ ନୋ ଇଣ୍ଟରଭାଲ ଓଡ଼ିଆ ଚଳଚିତ୍ର କଙ୍କଣ । 70 ଦଶକ Odishaର folklore, ancient legend, mystery ଓ supernatural horrorକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି। ଫିଲ୍ମରେ Supriya Nayak, Suryamayee Mohapatra, Ankita Mohanty ଓ Choudhury Jayaprakash Das different ସେଡ୍ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ।କଙ୍କଣ’ ଏକ ରହସ୍ୟ ଓ ସସ୍ପେନ୍ସ ଭରା କାହାଣୀ ଉପରେ ଆଧାରିତ। ଫିଲ୍ମରେ ସୁପ୍ରିୟା ନାୟକ ଓ ସୂର୍ୟମୟୀ ଏମିତି ଚରିତ୍ରରେ ନଜର ଆସିବେ, ଯାହା ତାଙ୍କ ଅଭିନୟ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି। ଟ୍ରେଲର ରେ ତାଙ୍କ ଭିନ୍ନ ଅବତାର ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଛି।ଫିଲ୍ମଟିକୁ ଦୀପକ ମହାପାତ୍ର ଓ ଭବାନୀ ଶଙ୍କର ସୁବୁଦ୍ଧି ପ୍ରଯୋଜନା କରୁଥିବା ବେଳେ ଏହା ଆସନ୍ତା 20 ନଭେମ୍ୱର ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିବ।
