Odia News Portal

ମାଓ ହମଲା: ୨ ଯବାନ ସହିଦ

ରାଇପୁର: ପୁଣି ଆତଙ୍କ ଖେଳାଇଲେ ମାଓବାଦୀ । ମାଓ ହମଲାରେ ୨ ଯବାନ ସହିଦ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ଘଟିଛି ଏହି ଗୁଳିକାଣ୍ଡ । ଯବାନଙ୍କଠାରୁ ଗୁଳି, ବନ୍ଧୁକ ଛଡାଇ ନେଇଥିବା ସୂଚନା ମିଳିଛି ।