Odia News Portal

ମାକୁ କଟୁରୀରେ ହାଣି ମାରିଲା ପୁଅ

ଯାଜପୁରରେ ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ମାକୁ କଟୁରୀରେ ହାଣି ମାରିଲା ପୁଅ । ଯାଜପୁର ବିଂଝାରପୁର ବୀନ୍ଧାଣି ଗାଁରେ ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବାର ଦେଖାଦେଇକ୍ତି । ଅଭିଯୁକ୍ତ ପୁଅ ଥାନାରେ ଅଟକ ଥିବା ସୂଚନା ମିଳିଛି ।