Odia News Portal

ସ୍ତ୍ରୀକୁ ହାଣିଲା ସଇତାନ ସ୍ୱାମୀ

ଭଞ୍ଜନଗର:ଟଙ୍କା ନଦେବାରୁ ସ୍ତ୍ରୀକୁ ହାଣିଦେଲା ସଇତାନ ସ୍ୱାମୀ । ଆଖୁପଦର ଗାଁରେ ପାରିବାରିକ କଳହରୁ ସ୍ତ୍ରୀକୁ ବିଭତ୍ସ ହତ୍ୟା କରିଛି ସଇତାନ ସ୍ୱାମୀ । ଧାରୁଆ ଅସ୍ତ୍ରରେ ହାଣି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଅଟକ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।