Odia News Portal

ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମରୁ ୪ ଜଣଙ୍କୁ ମଞ୍ଜୁରୀ ମିଳିଛି । ବାରରୁ ୨ ଜଣ ଓ ୨ଜଣ ଜୁଡିସିଆଲ ଅଫିସର ହେବେ ବିଚାରପତି ।ତେବେ ଏହି ୪ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ଜୁଡିସିଆଲ ଅଫିସର ରାଧାକୃଷ୍ଣ ଓ ଶଶିକାନ୍ତ ମିଶ୍ର ହେବେ ଜଜ୍ ।