Odia News Portal

ଖୋଲିବ ସ୍ପା ଏବଂ ଜିମ୍‌

ଭୁବନେଶ୍ୱର: ରାଜ୍ୟରେ ସ୍ପା ଏବଂ ଜିମ୍ ଖୋଲାଯିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ତେବେ କୋଭିଡ୍ କଟକଣାକୁ ମାନି ଖୋଲିବା ନେଇ ସୂଚନା ଦିଆଯାଇଛି । ଯେଉଁମାନେ ଏହାକୁ ନମାନିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଆଉଟ ଡୋର ଏବଂ ଇନଡୋର ସୁଟିଂ ଲାଗି ଅନୁମତି ଦିଆଯାଇଛି ।