Odia News Portal

ଭିଜିଲାନ୍ସ ଜାଲରେ ସିଡିପିଓ

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPO , ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି , ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ୍ CDPO ପୁଷ୍ପାଞ୍ଜଳି ରଥ ଅଙ୍ଗନୱାଡ଼ି କର୍ମୀ ଚୟନ ନିମନ୍ତେ ଜଣେ ବ୍ୟକ୍ତି ଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ,ଏହି ସମୟରେ ନବରଙ୍ଗପୁର ଭିଜିଲାନ୍ସ ଚଢ଼ାଉ କରି ଥିଲେ ,ଭବାନୀପାଟଣା ବଡପଦା ସ୍ଥିତ ରହୁଥିବା ଭଡ଼ାଘରେ ଜଣେ ବ୍ୟକ୍ତି ଙ୍କ ଠାରୁ ଲାଞ୍ଚ ନେ ଉ ଥିବା ବେଳେ ରଙ୍ଗବୋଲା ଟଙ୍କା ସହ ଧରାପଡିଥିଲେ ,ଚଢ଼ାଉ ସମୟରେ ନବରଙ୍ଗୁର ଡି ଏସ ପି କଲାବତି ବାଗ ,ମାଲକାନଗିରି ଡି ଏସ ପି ସୁଶାନ୍ତ ବିଶ୍ଵାଳ ପ୍ରମୁଖ ସାମିଲ ଥିଲେ ।