Odia News Portal

ଅଫେରା ରାଇଜରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମସ୍ତିଷ୍କ ଓ ଫୁସଫୁସ କର୍କଟ ହୋଇଥିଲା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କୁ । ୨୦୧୯ରୁ କ୍ୟାନସରରେ ପୀଡ଼ିତ ଥିଲେ ରାଜେଶ୍ୱରୀ । ଚିକିତ୍ସା ପରେ ସୁସ୍ଥ…

ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି

ଦେଶର କିଏ ହେବେ ପଞ୍ଚଦଶ ରାଷ୍ଟ୍ରପତି, ତାହା ଆଜି ଜଣାପଡ଼ିବ । ଆଜି ହେଉଛି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ଗତ ୧୮ ତାରିଖରେ ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ଦିନ ୧୧ଟା ବେଳେ ସଂସଦ ଭବନର ୬୩ ନଂ ରୁମ୍‌ରେ ଭୋଟ୍ ଗଣତି ଆରମ୍ଭ ହେବ । ସଂଖ୍ୟା…

ଆସନ୍ତୁ ଜାଣିବା ମୃତ୍ୟୁ ପୂର୍ବର ସଂକେତ

ମୃତ୍ୟୁକୁ ଅଟାକାଇବାର କ୍ଷମତା କାହା ପାଖରେ ନାହିଂ କିନ୍ତୁ ତାହା ଏମିତି କଣ ସଂକେତ ହୋଇପାରେ ଯେତେବେଳେ ଜଣେ ଜାଣିବ କି ସେ ମରିବାକୁ ଯାଉଛି ।  ଏମିତି କିଛି ଏବେ ରିସର୍ଚ୍ଚ ସାମନାକୁ ଆସୁଛି ଯେଉଁତିରେ ଦାବି କରାଯାଇଚି କି ମତ୍ୟୁ ପୂର୍ବର କିଛି ଦିନ ପୂର୍ବରୁ ହିଁ ଶରୀର ସଂକେତ ଦେବା ଆରମ୍ଭ…

ପୁଣି ବିଜେବି କଲେଜର ଜଣେ ଛାତ୍ରଙ୍କୁ ରାଗିଂ

ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏକାଧିକ ସିନିୟର ନିର୍ଯ୍ୟାତନା ଦେବା ସହ ପିଟିଥିବା ଅଭିଯୋଗ । ବଡଗଡ ଥାନାରେ ସମ୍ପୃକ୍ତ ଛାତ୍ର ଓ ଅଭିଭାବକଙ୍କ ଲିଖିତ ଅଭିଯୋଗ । ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିନି । ପୂର୍ବରୁ ରାଗିଂ ନେଇ…

ଗୃହରେ ଉଠିଲା ମଧ୍ୟାହ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ

ବିଧାନସଭାରେ ଉଠିଲା ମଧ୍ୟାହ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇଲେ । ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି ବି ପ୍ରସଙ୍ଗ ଉଠାଇଲେ । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ…

କୋଭିଡ ନେଇ ଅଯଥା ଆତଙ୍କିତ ହେବାର ନାହିଁ: ବିଜୟ ମହାପାତ୍ର

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କୋଭିଡ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି। ପଜିଟିଭ୍‌ ସଂଖ୍ୟା ବଢ଼ୁଛି। ଏହା କେବେ କମିବ କହି ହେବନି। ସଂକ୍ରମଣର ଯେଉଁ ବୃଦ୍ଧି ହେଉଛି, ତାହା ଉଦବେଗଜନକ ନାହିଁ । ତେଣୁ…

ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଛ’ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାନିଲ ୱିକ୍ରେମେସିଙ୍ଗେଙ୍କୁ ୧୩୪ ଭୋଟ୍ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡାଲାସ୍ ଆଲାପେରୁମା ୮୨ ଭୋଟ୍ ପାଇଛନ୍ତି। ପ୍ରଥମ ଥରପାଇଁ ଦେଶରେ ରାଷ୍ଟ୍ରପତି…

ରାଉରକେଲା ଏନଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବା ଏନଆଇଟି ଇଲେକ୍ଟ୍ରିକାଲ ବିଭାଗରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସମେତ ଏକାଧିକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି…

ଏବେ ଭୁବନେଶ୍ୱରରେ ହେବ ନାଇଟ୍ ସ୍ୱପିଂ ବା ରାତ୍ରି ସଫେଇ

ପ୍ରତିଦିନ ରାତିରେ ସଫା ହେବ ସହରର ଗଳିକନ୍ଦି। ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି ଢାଞ୍ଚାକୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ବିଏମ୍‌ସିର ଯୋଜନା ଅନୁଯାୟୀ ଏବେ ପ୍ରତି ଅଞ୍ଚଳରେ ସକାଳେ ସଫେଇ…

ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର

ଢେଙ୍କାନାଳ ମୁଖ୍ୟ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । LIC ଡେଥ୍‌ କ୍ଲେମ୍‌ କେସ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ । ସବୁଠୁ ବଡ଼ କଥା ହେଲା ଏବେ ସାମ୍ନାକୁ ଆସିଛି…