Odia News Portal

ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ଗାଡ଼ି

ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ଗାଡ଼ି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ

ଲାଞ୍ଚ ନେବାବେଳେ ହିନ୍ଦୋଳ ଏସଡିପିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଫସିଲେ ଏସଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଥିଲା କଟକ ଭିଜିଲାନ୍ସ ବିଭାଗ । ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ

OJEE ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ: ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ

OJEE ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ଆସନ୍ତା ଜୁଲାଇ ୪ରୁ ଆରମ୍ଭ ହେବ OJEE ପରୀକ୍ଷା । 4ରୁ ଆରମ୍ଭ ହୋଇ 8 ତାରିଖ ଯାଏ ଚାଲିବ । ଏନେଇ ଓଜେଇଇ ଚେୟାରମ୍ୟାନ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି । ପ୍ରତିଦିନ 3ଟି ସିଫ୍ଟରେ ପରୀକ୍ଷା କରାଯିବ । ସକାଳ 9ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ

ସୋନିଆ ଗାନ୍ଧି ଓ ରାହୁଲଙ୍କୁ ଇଡିର ସମନ୍‌

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲଙ୍କୁ ଇଡିର ସମନ୍ । ତେବେ ୨୦୧୫ରୁ ବନ୍ଦ ପଡିଥିବା ଏକ ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ଜୁନ୍ ୮ ତାରିଖରେ ଇଡି କାର‌୍ୟ୍ୟକାଳରେ ହାଜର ହେବାକୁ କୁହାଯାଇଛି। ଏକ ସାମ୍ବାଦିକ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ରୁ ଆଦାୟ ହେବ ୫୦୦ କୋଟି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ରୁ ଆଦାୟ ହେବ ୫୦୦ କୋଟି । ସେପଟେ ୨୦୨୨, ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶର ସମସ୍ତ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି)। ଏହା ବାଧ୍ୟତାମୂଳକ। ୨୦୧୯ ଏପ୍ରିଲ ପରେ କିଣାଯାଇଥିବା ଗାଡ଼ିକୁ ଏଭଳି ନମ୍ବର୍ ପ୍ଲେଟ୍

ଗ୍ରାମ ସଭାପତି ଚୟନକୁ ନେଇ ତିଗିରିଆ ଥାନା ବନମାଳୀପୁର ଗାଁରେ ବୋମା ମାଡ଼: 2 ଜଣ ଆହତ

ଗ୍ରାମ ସଭାପତି ଚୟନକୁ ନେଇ ଫୁଟିଲା ବୋମା । ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ତିନୋଟି ବୋମା ମାଡ଼ ହୋଇଛି । ଏହି ବୋମା ମାଡ଼ରେ ଦୁଇଜଣ ଆହତ ହୋଇ ତିଗିରିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ

କମର୍ସିଆଲ ଏଲପିଜି ଦର ସିଲିଣ୍ଡର ପିଛା ୧୩୫ ଟଙ୍କା କମିଲା

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ଜାରି କରିଛନ୍ତି। ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡର ୧୩୫ ଟଙ୍କା ଶସ୍ତା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ଅନ୍ୟପଟେ ଘରୋଇ ଏଲପିଜି ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ଘରୋଇ ଏଲପିଜି ଦର

କେକେଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଲୋକପ୍ରିୟ ଗାୟକ କ୍ରିଷ୍ଣା କୁମାର କୁନାଥଙ୍କ ଅକାଳ ମୃତ୍ୟୁ ରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୁତି ମଧୁର ଗୀତ ପାଇଁ କୋଟି କୋଟି ସଂଗୀତ ପ୍ରେମୀଙ୍କ ହୃଦୟରେ କେକେ ଅମର ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେକେଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା

ପରଲୋକରେ ବଲିଉଡ ଗାୟକ ‘କେକେ’

ପରଲୋକରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚଠାରେ ଏକ କନସର୍ଟରେ ଗାଇବା ପରେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ

ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

ହାର୍ଦ୍ଦିକ ପଟେଲ ବିଜେପିରେ ମିଶିବେ । ଗୁଜରାଟ ମୁଖ୍ୟ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଜୁନ୍ ୨ ରେ ହାର୍ଦ୍ଦିକ ବିଜେପିରେ ଯୋଗଦେବେ ବୋଲି ଦଳର ଜଣେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ହାର୍ଦ୍ଦିକ ପଟେଲ ଚଳିତ ମାସରେ କଂଗ୍ରେସ ଦଳ ଛାଡିଥିଲେ। ଗତ ସପ୍ତାହରେ ହାର୍ଦ୍ଦିକ ପଟେଲ କହିଥିଲେ ଯେ