ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା କଂଗ୍ରେସ
ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୮ ଜୁଲାଇରେ ଭୋଟ୍ ଗ୍ରହଣ ସରିଛି। ଆସନ୍ତାକାଲି ଫଳାଫଳ ଘୋଷଣା ହେବ । ଯଦି ଭୋଟ୍ ମୂଲ୍ୟ ଆକଳନ କରାଯାଏ, ତେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଇପାରିବ। ଇତି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ!-->…
