Odia News Portal

ବଢିବ ବାୟୁସେନାର ଶକ୍ତି

ବଢିବ ବାୟୁସେନାର ଶକ୍ତି । ଭାରତୀୟ ବାୟୁସେନା ପାଇଁ ୩ ହଜାର କୋଟି ଟଙ୍କା ମୂଲ୍ୟର ଅସ୍ତ୍ର ମାକ୍-୧ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ସହ ଚୁକ୍ତି କରିଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି

ଓଡିଶାର ୨ ସହିଦଙ୍କୁ ଶୌର୍ଯଚକ୍ର ସମ୍ମାନ

ଓଡିଶାର ୨ ସହିଦଙ୍କୁ ମିଳିଛି ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ । ସହିଦ ଦେବାଶିଷ ସେଠୀ ଓ ସହିଦ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ସହିଦ ଦେବାଶିଷଙ୍କ ବାପା, ମା’ ଓ ସହିଦ ସୁଧିରଙ୍କ ମା’ଙ୍କୁ ରାଷ୍ଟ୍ରପତି ଭବନରେ ନିଜେ ରାଷ୍ଟ୍ରପତି ଏହି

ସ୍ୱାମୀ ମୋର ସତ୍ୟବାନ ଆଉ କାହାର

ଭୁବନେଶ୍ବରରେ ଏଭଳି ଘଟଣା ଘଟିଛି । ସ୍ବାମୀର ହ୍ବାଟସପ୍ ଷ୍ଟାଟସ ଖୋଲି ଦେଇଛି ରଙ୍ଗିଲା ସତ୍ୟବାନର ସତ । ଯାହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ବାମୀ ସୁଧାଂଶୁ ସାହୁ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଗତାକାଲି ସାବିତ୍ରୀ ଅମାବାସ୍ୟା ଥିଲା, ସ୍ବାମୀଙ୍କ

ସବୁଠାରୁ ଭୟଙ୍କର ଦ୍ୱୀପ, ଯେଉଁଠି ୧.୬୦ ଲକ୍ଷ ଲୋକଙ୍କର ଯାଇଥିଲା ଜୀବନ

ଦୁନିଆର ସବୁଠାରୁ ଭୟଙ୍କର ଦ୍ୱୀପ, ଯାହାକି ୫୪ ବର୍ଷ ହେବ ବନ୍ଦ ରହିଛି। ୧୯୩୦ ପର୍ଯ୍ୟନ୍ତ ସେଠାରେ ଏକ ହସ୍ପିଟାଲ ଚାଲିଥିଲା, କିନ୍ତୁ ପରେ ଏହାର ଡାଇରେକ୍ଟର ଏକ ଉଚ୍ଚ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା କରିଥିଲେ। ଏହାପରେ ଦ୍ୱୀପକୁ ନେଇ ଭିନ୍ନ ଭିନ୍ନ କଥା ସାମନାକୁ ଆସିଥିଲା। ପରେ ଏହାକୁ

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ। ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ଦୋଷୀ ସାବ୍ୟସ୍ତ ଫୁକନ ଓରଫ ଖୋକନ ମାଇତି। ଆଜୀବନ ସଜ୍ଜା ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ। ଏହା ସହ ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ

ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ

ବ୍ରଜରାଜନଗର ଉପନିର୍ବାଚନରେ ବିଧାୟକ ବାଛୁଛନ୍ତି ଭୋଟର । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । କରୋନା ଓ ଖରାକୁ ନଜରରେ ରଖି ଭୋଟରଙ୍କ ପାଇଁ ବ୍ୟବସ୍ଥା ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ସଂଧ୍ୟା

ରାଜଧାନୀରେ ଯୌତୁକ ପାଇଁ ବଧୂ ହତ୍ୟା

ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଭାପତି ନାୟକ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ଅଣ୍ଡରାଇ ଗାଁରେ ବୋଲି ଜଣାପଡ଼ିଛି । ଗତମାସ ୨୮ ତାରିଖରେ ଖଣ୍ଡଗିରିର ପ୍ରମୋଦ ଖୁଣ୍ଟିଆଙ୍କ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାର୍ଶ୍ବ ୧୦୦ ମିଟର ପରିଧି ନିଷିଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମାମଲାର ତ୍ୱରିତ ଶୁଣାଣି ଲାଗି ଆଜି ବିଚାରପତି ବି ଆର ଗଭାଇ ଏବଂ ବିଚାରପତି ହିମା କୋହଲୀଙ୍କ

ଓଡିଶାରେ ଜୁନରେ ଭଲ ବର୍ଷା ହେବ

ଓଡିଶାରେ ଜୁନରେ ଭଲ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ପ୍ରବେଶ କରିବ । ସାଧାରଣତଃ ଜୁନ 12 ରୁ 15 ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ । ଚଳିତବର୍ଷ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ

ପୁରୁଣା ଗାଡ଼ିର ହାଇସିକ୍ୟୁରିଟି ନମ୍ବର ପାଇଁ ଅନଲାଇନ ସେବା, କାଲିଠାରୁ ବୁକି‍ଂ

ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ଓ ରଂଗୀନ ଷ୍ଟିକର୍‌ଯୁକ୍ତ ନମ୍ବର ପ୍ଲେଟ୍ ବୁକ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସେବା ଆରମ୍ଭ ହୋଇଛି। ଜୁନ୍‌ ପହିଲାରୁ ଏହି ସେବା ଉପଲବ୍ଧ ହେବ। ଲୋକେ siam.in ରେ ଲଗ୍ ଇନ୍ କରି ଏହି ପ୍ଲେଟ୍ ବୁକ୍ କରିପାରିବେ ବୋଲି