Odia News Portal

IAS ଟପର ଶ୍ରୁତି ଶର୍ମା

ପ୍ରକାଶ ପାଇଛି ୨୦୨୧ର ସିଭିଲ ସର୍ଭିସ ପରୀକ୍ଷା ଫଳ । ଏହି ପରୀକ୍ଷାରେ ଚଳିତବର୍ଷ ୬୮୫ ଜଣ କୃତ୍ୟକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୪୪ ଜଣ ସାଧାରଣ ବର୍ଗର ରହିଥିବାବେଳେ ୭୩ ଜଣ ଇଡବ୍ଲ୍ୟୁଏସ, ୨୦୩ ଓବିସି, ୧୦୫ ଏସସି ଏବଂ ୬୦ ଏସଟି ବର୍ଗର ଅଛନ୍ତି । କିନ୍ତୁ ପ୍ରଥମ ସ୍ଥାନ ତଥା ଟପ୍ପ ୧ରେ

ନେପାଳ ବିମାନ ଦୁର୍ଘଟଣା: ୧୪ ମୃତଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ଚାରି ଓଡ଼ିଆ

ଉଦ୍ଧାର କର୍ମଚାରୀମାନେ ନେପାଳ ଏୟାରଲାଇନ୍ସ ଟାରା ଏୟାର ବିମାନର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ୧୪ ଟି ମୃତଦେହ ଉଦ୍ଧାର କରିଛନ୍ତି। ଏକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି | ନେପାଳର ସେନା ସୋମବାର କହିଛି ଯେ ରବିବାର ସକାଳେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଛତିଶଗଡ଼ କବିରନଗର ଥାନାରେ ମହିଳାଙ୍କ ଅଭିଯୋଗ । ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୋଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ କଲେଜ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ଛତିଶଗଡ଼ ମହିଳା

ସାବିତ୍ରୀ ବ୍ରତ ସଧବା ନାରୀଙ୍କର ଆଦର୍ଶ

ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ

ରେଳମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ଦେଲେ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ

ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ ତରଫରୁ ତା ୨୮:୦୫:୨୦୨୨ ରିଖ ଦିନ ମାନ୍ୟବର ରେଳ ମନ୍ତ୍ରୀ,ଭାରତ ସରକାର ଶ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଓଡିଶା ପ୍ରଦେଶ ଭାଜପା କାର୍ୟ୍ୟାଳୟରେ ଭେଟି ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏବଂ ରେଳକର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା,

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ

ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୧୨ଟାରେ ଦିଲ୍ଲୀରେ ପହଞ୍ଚିବେ

୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ସମସ୍ତ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର। ସେହିପରି ଶ୍ରୀମତି ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଜୁନ ମାସରୁ ପିଡିଏସ କେନ୍ଦ୍ରଗୁଡ଼ିକରେ ମିଳିବନି ଗହମ

ଜୁନ ମାସରୁ ପିଡିଏସ କେନ୍ଦ୍ରଗୁଡ଼ିକରେ ମିଳିବନି ଗହମ । ୨୦୦୭ ପରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗହମ ସଂଗ୍ରହ ସର୍ବନିମ୍ନ ରହିଛି । ଏଥିଯୋଗୁଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଦିଆଯାଉଥିବା ୨୪ ହଜାର ୭୦୦ ମେଟ୍ରିକ ଟନ୍ ଗହମ ଯୋଗାଣ ବନ୍ଦ କରାଯାଇଥିବା ଏଫସିଆଇ ସ୍ୱତ୍ରରୁ ସୂଚନା ମିଳିଛି । ଏହା

ଦିବ୍ୟାଙ୍ଗ ପିଲାକୁ ବିମାନରେ ଚଢିବାକୁ ଅନୁମତି ଦେଲାନି ଏୟାରଲାଇନ୍ସ କମ୍ପାନୀ, DGCA ଲଗାଇଲା ୫ ଲକ୍ଷର ଜରିମାନା

ଦିବ୍ୟାଙ୍ଗ ପିଲାଙ୍କୁ ବିମାନରେ ଚଢିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ। ଡିଜିସିଏ ଏୟାରଲାଇନ୍ସ ଉପରେ ଲଗାଇଲା ୫ ଲକ୍ଷ ଟଙ୍କା ଜରିମାନା। ଏହି ଘଟଣାରେ ପିଲାର ବାପାମା ବିମାନରେ ଯିବାକୁ ମନା କରିଦେଇଥିଲେ। ଘଟଣାଟି ୭ ମଇ ରାଞ୍ଚିର ଏୟାରପୋର୍ଟରେ ହାଇଦ୍ରାବାଦ ଯାଉଥିବା ବିମାନରେ