Odia News Portal

ଶ୍ରୀଲଙ୍କାକୁ ଭାରତର ସହାୟତା ଜାରି

ଭାରତ ପୁଣି ଥରେ ଅନଟନ ଗ୍ରସ୍ତ ଶ୍ରୀଲଙ୍କାକୁ ବିପୁଳ ପରିମାଣର ପେଟ୍ରୋଲ ପଠାଇଛି। ପଡ଼ୋଶୀ ଦେଶର କର୍ତ୍ତବ୍ୟ ପାଳନ ପୂର୍ବକ ଭାରତ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି। ତେବେ ଭାରତ ପ୍ରଥମ ଥର ଶ୍ରୀଲଙ୍କାକୁ ପେଟ୍ରୋଲ-ଡିଜେଲ ପଠାଇ ନାହିଁ। ଏହା ପୂର୍ବରୁ ମଧ୍ୟ ଦୁଇଥର

ଉତ୍ତରପ୍ରଦେଶରେ ଖୁବଶିଘ୍ର ଆରମ୍ଭ ହେବ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍

ପର୍ଯ୍ୟଟକଙ୍କ ପାଇଁ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍ । ଉତ୍ତରପ୍ରଦେଶ ସରକାର ଖୁବ୍ ଶିଘ୍ର ଆରଂଭ କରିବାକୁ ଯାଉଛନ୍ତି ଏହି ସେବା । ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍ ଜରିଆରେ ଯୋଡିବାର ପ୍ରାୟସକୁ ଜୋରଦାର କରିଛନ୍ତି । ଏହା ଫଳରେ ଖୁବ୍‌ଶୀଘ୍ର ଆଗ୍ରା ଏବଂ ମଥୁରା

ଏହି ନଦୀର କାଦୁଅରୁ ବାହାରୁଛି ସୁନା

ପଙ୍କରୁ ବାହାରୁଛି ସୁନା। ବିଶ୍ୱାସ ହେଉ ନଥିଲେ ବି କଥାଟି ପୂରାପୂରି ସତ। ଥାଇଲାଣ୍ଡରେ ଏକ ଏଭଳି ନଦୀ ରହିଛି, ଯାହା ଭିତରୁ ବାହାରୁଛି ମୂଲ୍ୟବାନ୍‌ ସୁନା। ଏହି ନଦୀର ଏକ ଅଂଶରେ ଥିବା କାଦୁଅରୁ ଏହି ଅମୂଲ୍ୟ ଜିନିଷ ବାହାରୁଛି। ନଦୀର କାଦୁଅରୁ ସୁନା ବାହାରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ

ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଆରପାରିରେ ବିଶିଷ୍ଟ ବାମପନ୍ଥୀ ନେତା କମ୍ରେଡ ଶିବାଜୀ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶିବାଜୀ ପଟ୍ଟନାୟକଙ୍କ ପରଲୋକ ସଂପର୍କରେ ସୂଚନା ଦେଲେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ । ଶିବାଜୀ ପଟ୍ଟନାୟକ ତିନିଥର ସାଂସଦ

ପିସିସି ସଭାପତି ଶରତ ପଟ୍ଟନାୟକ

ଶରତ ପଟ୍ଟନାୟକ ଓଡିଶା ପିସିସି ସଭାପତି ନିଯୁକ୍ତ । ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ହୋଇଛି । ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ନୂତନ ଭାବେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ । AICC

ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ

ଜ୍ଞାନବାପୀ ମସଜିଦ ବିବାଦ ମାମଲାକୁ ନେଇ ବାରାଣସୀ ଜିଲ୍ଲା କୋର୍ଟରେ ଶୁଣାଣି ଶେଷ ହୋଇଛି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟରେ ଉଭୟ ପକ୍ଷ ଓକିଲ ବିଚାରପତିଙ୍କ ଆଗରେ ମତ ରଖିଛନ୍ତି । ତେବେ କୋର୍ଟ ମାମଲାର ଶୁଣାଣି କରିବା ସହିତ ରାୟ ସଂରକ୍ଷିତ

ଆସାମରେ ବନ୍ୟା : ଗଲାଣି 24 ଜଣଙ୍କ ଜୀବନ, ଏବେବି 7.2 ଲକ୍ଷ ଜଳବନ୍ଦୀ

ଲଗାଣ ବର୍ଷା ଆସାମ ରେ ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ବେହାଲ ହୋଇପଡିଛନ୍ତି ଆସାମ ବାସୀ । ଜଳବନ୍ଦୀ ଏବେ ରାଜ୍ୟରେ ଅନେକ ସହର ଓ ରାସ୍ତାଘାଟ । ଯାହାଫଳରେ ଜନଜୀବନ ପ୍ରଭାବିତ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ, ତେବେ ବନ୍ୟା

ଏସସିିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍

କଟକ ଏସସିିବି ମେଡିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚାର୍ଜସିଟ୍ ଦାଖଲ କରାଯାଇଛି । ମଙ୍ଗଳାବାଗ ପୋଲିସ ଦାଖଲ କରିଛି ଏହି ଚାର୍ଜସିଟ୍ ।ଗତବର୍ଷ ଅକ୍ଟୋବର ୨୧ ତାରିଖରେ ସପନ ପାଲ ନାମକ ଜଣେ ଆଡଭୋକେଟ୍ ତାଙ୍କର ଜଣେ ସମ୍ପର୍କୀୟଙ୍କୁ

ଜେଲ୍ ରୁ ହସ୍ପିଟାଲ ଗଲେ ସିଦ୍ଧୁ

ଜେଲ୍ ରୁ ହସ୍ପିଟାଲ । ଜେଲ୍ ରେ ଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ

ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆସନ୍ତା ୩୧ ତାରିଖରେ ବ୍ରଜରାଜନଗରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଜୋରସାରରେ ଚାଲିଛି