Odia News Portal

ରଥଯାତ୍ରା ପ୍ରସ୍ତୁତି: ଆଜି ବସିବ ସମନ୍ବୟ କମିଟି ବୈଠକ

ରଥଯାତ୍ରା ପାଇଁ ଚଳଚଂଚଳ ହୋଇପଡ଼ିଲାନି ଶ୍ରୀକ୍ଷେତ୍ର ପୁରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରଂଭ ହୋଇଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ରଥଯାତ୍ରା ପାଇଁ ସମନ୍ବୟ କମିଟି ବୈଠକ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ

ଆଜିଠୁ ଉପକୂଳ ଓଡ଼ିଶାରେ ବଢ଼ିବ ତାତି

ଉପକୂଳ ଓଡ଼ିଶାରେ ବଢ଼ିବ ତାତି । ଦିନର ତାପମାତ୍ରା ବେଶୀ ନବଢିଲେ ମଧ୍ୟ ଗୁଳୁଗୁଳି ହେବ । ତେବେ କିନ୍ତୁ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଆଇଏମ୍‌ଡି ପକ୍ଷରୁ କୁହାଯାଇଛି, ୨୪ରେ

ଅନୁଭବଙ୍କ ନାଁରେ ଏତଲା

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଏବେ ପୁଣି ଦାଣ୍ଡରେ । ଦିନକୁ ଦିନ ତିକ୍ତ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସ୍ୱାମୀ ଅନୁଭବଙ୍କ ବିରୋଧରେ କଟକ-ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ନେଇ ଆପତ୍ତି ଉଠାଇଛନ୍ତି

ସ୍କୁଲ ନାହିଁ ତ ସାଇକେଲ ନାହିଁ

କରୋନା ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ, ଏବେ ଧିରେ ଧିରେ ସ୍ଵାଭାବିକ ହେଉଛି ଶିକ୍ଷା ବ୍ୟବସ୍ଥା । ତେବେ ଏହାରି ମଧ୍ୟରେ ବିଦ୍ୟାଳୟ ରେ ପିଲାଙ୍କ ଅନୁପସ୍ଥିତି ଖବର ଏବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦ ଛଡେଇନେଇଛି। ପିଲାମାନେ କାହିଁକି ବିଦ୍ୟାଳୟ ଆସୁନାହାନ୍ତି ।

ବିଦ୍ୟୁତ ସମସ୍ୟା ଦୂର କରିବେ ମୁଖ୍ୟମନ୍ତ୍ରୀ

ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ । ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି,

ଜ୍ଞାନବାପି ଶିବଲିଙ୍ଗ ଉପରେ ବିବାଦୀୟ ପୋଷ୍ଟ ପାଇଁ ଗିରଫ ପ୍ରଫେସରଙ୍କୁ ମିଳିଲା ଜାମିନ

ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ଉପରେ ଆପତ୍ତିଜନକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜର ଆସୋସିଏଟ୍ ପ୍ରଫେସର ରତନ ଲାଲଙ୍କୁ ଜାମିନ ମିଳିଛି । ଦିଲ୍ଲୀ ପୋଲିସ୍ ରତନ ଲାଲଙ୍କୁ ଆଜି ତିସ୍ ହାଜାରି କୋର୍ଟରେ ହାଜର କରିଥିଲା।

ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ମହଙ୍ଗା କଏନ୍

ବିଶ୍ୱରେ ଏମିତି ଅନେକ ବିରଳ ଜିନିଷ ଅଛି ଯାହାର ଦାମ୍ ଆପଣଙ୍କୁ ଚକିତ କରିଦେବ । ଏମିତି କିଛି ଆଣ୍ଟିକ୍ ଜିନିଷ ଥାଏ ଯାହାକୁ ଲୋକ ବେଶ୍ ପସନ୍ଦ କରନ୍ତି । କିଛି ଆଣ୍ଟିକ୍ କଏନ୍ ଅଛି ଯାହା ନିଜ ମାଲିକକୁ ଧନୀ କରିଦେବ । କିଛି ଲୋକଙ୍କୁ ବିରଳ ଜିନିଷ କଲେକ୍ସନ କରିବାର ସଉକ ଥାଏ ଏବଂ ସେମାନେ

ବିବାଦରେ ସୁନିଲ ଗାଭାସ୍କର

ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ସମୀକ୍ଷକ ସୁନୀଲ ଗାଭାସ୍କର ପୁଣି ଥରେ ସମାଲୋଚକଙ୍କ ଟାର୍ଗେଟରେ ଅଛନ୍ତି। ଏଥର ଗାଭାସ୍କର ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଶିମ୍ରନ୍ ହେଟମିୟରଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହା ପରେ ତାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ

ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବା ପାଇଁ ବୋହୂକୁ ବାଧ୍ୟ କରାଯାଇପାରିବ ନାହିଁ ; ବମ୍ବେ ହାଇକୋର୍ଟ

ବମ୍ବେ ହାଇକୋର୍ଟ ଶାଶୁ-ଶ୍ବଶୁରଙ୍କ ଉପରେ ବୋହୂକୁ ନେଇ ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି | ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବାକୁ ଜଣେ ବହୁ ବାଧ୍ୟ ନୁହଁନ୍ତି ବୋଲି ମାନ୍ୟବର କୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି | କାରଣ ବରିଷ୍ଠ ନାଗରିକ ନିୟମ ଧାରା ୨(ଏ) ଅଧୀନରେ

ନୂଆପଡାରେ ଦିନ ଦ୍ୱିପହରରେ ଫାୟାରିଂ କଲେ ଦୁର୍ବୃତ୍ତ

ଦିନ ଦ୍ୱିପହରରେ ଫୁଟିଲା ଗୁଳି | ଆହତ ହେଲେ ବାପାପୁଅ | ଦୁର୍ବୁତାମାନେ ବାପା ଓ ପଂକ ଉପରକୁ ଆଖି ବୁଜା ଫାୟାରିଂ କରିଛନ୍ତି | ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକରେ ଘଟିଛି ଏହି ଘଟଣା | ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି।