ମଙ୍କିପକ୍ସକୁ ନେଇ ଚିନ୍ତା
ଦେଶବ୍ୟାପୀ ବଢିବାରେ ଲାଗିଛି ମଙ୍କିପକ୍ସ ଆତଙ୍କ । ୟୁରୋପରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ଚିହ୍ନଟ ହେଲେଣି । ଏବେ ସୁଦ୍ଧା ୟୁରୋପରେ ୧୦୦ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ସାଧାରଣତଃ ମୂଷା ଓ ଚୁଚୁନ୍ଦ୍ରାଙ୍କ ଦେହରୁ ମଣିଷଙ୍କ ଦେହରେ ପ୍ରବେଶ କରିଥାଏ । ତେବେ ଏହା ବସନ୍ତ!-->…
