Odia News Portal

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଜଣେ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ନିଜ ବିଭାଗର ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ ଠାରୁ

ଏଚ୍ଏସ୍ ୨୦୦ ରକେଟର ସଫଳ ପରୀକ୍ଷଣ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ସକାଳେ ହ୍ୟୁମାନ୍ ରେଟେଡ୍ ସଲିଡ୍ ରକେଟ୍ ବୁଷ୍ଟର୍ (ଏଚେସ୍୨୦୦) ର ସଫଳ ପରୀକ୍ଷଣ କରିଛି | ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସକାଳ ୭:୨୦ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଛି। ଗଗନାୟନ ଅଭିଯାନ ପାଇଁ

ଏମିତି ଏକ ମନ୍ଦିର ଯେଉଁଠି ପବନରେ ଝୁଲୁଛି ପଥର ସ୍ତମ୍ଭ

ଭାରତରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ଯାହାକି ଅନନ୍ୟ ବାସ୍ତୁକଳା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଦକ୍ଷିଣ ଭାରତରେ ମଧ୍ୟ ଅନେକ ରହସ୍ୟମୟ ମନ୍ଦିର ଅବସ୍ଥିତ। ଯାହା, ଲୋକଙ୍କ ବିଶ୍ୱାସର କେନ୍ଦ୍ର ହେବା ସହିତ ସାଧାରଣ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି। ଏହିପରି ଏକ ମନ୍ଦିର ଆନ୍ଧ୍ରପ୍ରଦେଶର

ରାଜ୍ୟସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ଜୁନ୍‌ ୩ରେ ନାମାଙ୍କନ ଯାଞ୍ଚ କରାଯିବ ।

ଅଭିନୟ ଛାଡ଼ି ରାଜନୀତିରେ ପାଦ ଦେଲେ ଅଭିନେତ୍ରୀ କଙ୍ଗନା

ଅଭିନୟ ଜଗତକୁ କଲେ ବାଏ ବାଏ । ରାଜନୀତି ଜଗତରେ ପାଦ ଥାପିଲେ ଅଭିନେତ୍ରୀ କଙ୍ଗନା ଶର୍ମା । ବଲିଉଡ୍‌ରେ ଅନେକ ଫିଲ୍ମରେ ହସାଇବା ସହ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲେ । ଗତ କିଛି ଦିନ ହେବ ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହାର ଫଟୋ ସୋସିଆଲ୍‌

ମେ ୨୧ରେ ହେବ ନିଟ୍-ପିଜି ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ମେ ୨୧ରେ ହେବାକୁ ଥିବା ନିଟ୍-ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ସମୟରେ ପରୀକ୍ଷା ସ୍ଥଗିତ ରଖିବା କେବଳ ବିଶୃଙ୍ଖଳା ଏବଂ ଅନିଶ୍ଚିତତା ସୃଷ୍ଟି କରିବ। ଏହାଦ୍ବାରା ରୋଗୀଙ୍କ ଚିକିତ୍ସା ମଧ୍ୟ ପ୍ରଭାବିତ ହେବ ଏବଂ ପରୀକ୍ଷା ପାଇଁ

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ: ସମୀର ରଞ୍ଜନ ଦାଶ

ଏଣିକି ବିପର୍ଯ୍ୟୟ ପରିଚାଳନା ବିଷୟରେ ପାଠ ପଢିବେ ଛାତ୍ରଛାତ୍ରୀ । ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ୍ ହେବାକୁ ଯାଉଛି କୋର୍ସ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

କଟକ ବାଲିଯାତ୍ରା ପଡିଆରେ ଆରମ୍ଭ ହେବ ଆଦିବାସୀ ମେଳା

ଆଦିବାସୀ ମେଳାର ମଜା ନେବେ କଟକବାସୀ । କଟକରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆଦିବାସୀ ମେଳା । ମେ ୨୦ରୁ ୩୦ଯାଏଁ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ଏହି ମେଳା ।

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉ ମାନଙ୍କ ପବିତ୍ର ଚନ୍ଦନ ଯାତ୍ରା

“ଚନ୍ଦନଯାତ୍ରା” ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି, ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର

ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନକ୍ସା

ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନକ୍ସା । ୧୦୦ ମିଟର ପରିଧି ବାହାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ମହାନିର୍ଦ୍ଦେଶିକାଙ୍କ ପରାମର୍ଶକୁ ଗ୍ରହଣ କରିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିଚାଳନା