Odia News Portal

ସମ୍ଭାବ୍ୟ ବାତ୍ୟାକୁ ନେଇ ବଢିଲା ଚିନ୍ତା

ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ରାଜ୍ୟ ସରକାର । ବାତ୍ୟାର ମୁକାବିଲା ନେଇ ଆଜି ପାକ୍ ପ୍ରସ୍ତୁତି ବୈଠକ ବସିବ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନିସଂ ମାଧ୍ୟମରେ ଏସଆରସି ଆଲୋଚନା କରିବେ । ଏହାସହିତ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ

ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ ଇନ୍ସପେକ୍ଟର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାରାହାଙ୍ଗ ଲାଇଭ୍‌ ଷ୍ଟକ୍‌ ଇନ୍‌ସପେକ୍ଟର ଜଗନ୍ନାଥ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ରଘୁନାଥପୁରରେ ୭ଟି ସ୍ଥାନ ସହ

ରଥଯାତ୍ରା ପ୍ରସ୍ତୁତି ବୈଠକ,୩୦ ଦିନରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ରଥଯାତ୍ରାକୁ କିପରି ସୁରୁଖୁରୁରେ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ୩୦ ଦିନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ

ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଜୋରଦାର କଲା ରୁଷ, ବିଦେଶୀ ଅସ୍ତ୍ର ଯୋଗାଣ ଶୃଙ୍ଖଳକୁ ବି ଟାର୍ଗେଟ୍

ରୁଷର ସେନା ୟୁକ୍ରେନର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଶୃଙ୍ଖଳକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ପୂର୍ବ ୟୁକ୍ରେନରେ ମଧ୍ୟ ରୁଷ ସେନା ଆକ୍ରମଣକୁ ଜୋରଦାର କରିଛି। ଅପରପକ୍ଷରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ରୁଷକୁ ଦଣ୍ଡ ଦେବା ପାଇଁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ

ସାଲିଆ ସାହିରୁ ପୁଣି ଜବତ ହେଲା ଧଳାଜହର

ସାଲିଆ ସାହି ବସ୍ତିରୁ ବ୍ରାଉନ ସୁଗାର ଜବତ ହୋଇଛି । । ୨୦୦ ଗ୍ରାମ ଧଳା ଜହର ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏକ୍ସସାଇଜ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାଡର ୨୦ ଜଣିଆ ଟିମ୍ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲେ ।ରାଜୀବ ପଣ୍ଡା ବେପାରୀ ସହ ଧଳା ଜହର ବେପାର କରୁଥିବା ବେଳେ ଚଢ଼ାଉ

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା ବୈଠକ

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହୋଇଛି । ଆମେ ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାକୁ

୨୦୨୫ ସୁଦ୍ଧା ନିର୍ମାଣ ହେବ ବିଶ୍ୱର ପ୍ରଥମ ଭାସମାନ ସହର

ଭାସମାନ ସହର ବିଚାର ଖୁବ୍‌ଶୀଘ୍ର ସତ ହେବାକୁ ଯାଉଛି । ଦକ୍ଷିଣ କୋରିଆର ବୁସାନରେ ଗଢ଼ିଉଠିବ ବିଶ୍ୱର ପ୍ରଥମ ଭାସମାନ ସହର । ଏଠାରେ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ସମର୍ଥିତ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଭାସମାନ ସହରର ପ୍ରୋଟୋଟାଇପ୍‌ ନିର୍ମାଣ କରୁଛନ୍ତି । ‘ଓସେନିକ୍ସ’ ନାମକ ଏହି

ବଢିଲା ଟମାଟୋ ଦର

ବଜାରରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ୪ ଦିନ ତଳେ ଟମାଟୋ ଦର ୨୫ରୁ ୩୦ ଟଙ୍କା ଦରରେ ବିକ୍ରୀ ହେଉଥିବାବେଳେ ଏବେ ଏହା ୮୦ରୁ ୯୦ ଟଙ୍କାରେ ବିକ୍ରୀ ହେଉଛି । ସପ୍ତାହକ ଭିତରେ ଟମାଟୋର ମୂଲ୍ୟ ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି । କିଛିଦିନ ତଳେ ଲେମ୍ବୁ ଦର ବୃଦ୍ଧି ପାଇଥିବାବେଳେ ଏବେ ଟମାଟୋ

ପ୍ରଥମେ ଥଇଥାନ ପରେ ଉଚ୍ଛେଦ: କଟକ ମହାନଗର ନିଗମ

କଟକ ବସ୍ତି ବାସିନ୍ଦାଙ୍କ ଉଚ୍ଛେଦକୁ ନେଇ ଇଡକୋର ନୋଟିସ୍ ଘଟଣାରେ ହସ୍ତକ୍ଷେପ କରିଛି କଟକ ମହାନଗର ନିଗମ | ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି | ଯେପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି

ଶ୍ରୀମନ୍ଦିରରେ ପୁଣି ଘଟିଲା ଅଘଟଣ

ପୁରୀ ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ । ଗରମ ଡାଲି ପଡ଼ି ଯିବାରୁ ଜଣେ ବୋଝିଆ ଆହତ ହୋଇଛନ୍ତି। ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା । ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି