Odia News Portal

ବିଷାକ୍ତ ଖୀର ପିଇ ଭାଇ ଭଉଣୀ ମୃତ

ବିଷାକ୍ତ ଖୀର ପିଇ ୨ ବର୍ଷର ଭାଇ ଓ ୩ବର୍ଷର ଭଉଣୀର ଅକାଳ ମୃତ୍ୟୁ ଘଟିଛି। ଆଜି ଭୋରରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଏହି ଦୁଃଖଦାୟକ ଘଟଣା ଘଟିଛି। ମୃତକ ହେଲେ ସେହି ଗ୍ରାମର ରୁଦ୍ର ମହାରଣା ଓ ସିମରନ୍ ମହାରଣା। ସେମାନଙ୍କ ମାଆ ସୁନିତା ମହାରଣା ମଧ୍ୟ

ମେ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି

ରାଜ୍ୟ କଂଗ୍ରେସରେ ଅନ୍ତ କନ୍ଦଳ ପରେ ଏବେ ପିସିସି ସଭାପତି ପରିବର୍ତନ ନେଇ ଜୋର ଧରିଥିବା ଚର୍ଚାରେ ଖୁବ ଶୀଘ୍ର ରାଜ୍ୟ କଂଗ୍ରେସ କୁ ମିଳିବ ନୂଆ ପିସିସି ସଭାପତି | ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ ହେବ । ଆଜି ବସିଥିବା କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାର ଏହି

ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ

ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ପାଖାପାଖି ୫ କିମି ପର୍ଯ୍ୟନ୍ତ ବ୍ୟାପିଯାଇଛି । ଗୁରୁଗାଓଁରେ ମୋନସେର ସେକ୍ଟର ୬ରେ ଭୟଙ୍କର ନିଆଁ ଲାଗିଛି । ଦୀର୍ଘ ସମୟର କସରତ ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଏଠାରେ ଥିବା ଏକ କବାଡିଖାନା ଓ

ମାନସ ସ୍ୱାଇଁ ହତ୍ୟା ମାମଲା : ନିରଞ୍ଜନଙ୍କ ଜାମିନ ଖାରଜ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ ଖାରଜ କରିଛନ୍ତି । ନିରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ

ବନ୍ଦ ରହିବ ୟୁଜି,ପିଜି କ୍ଲାସ

ଆସନ୍ତାକାଲିଠାରୁ ମେ’ ୨ ଯାଏ କଲେଜ, ୟୁନଭର୍ସିଟି କ୍ଲାସ ବନ୍ଦ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି, ପିଜି କ୍ଲାସ ବନ୍ଦ ରହିବ । କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସରୁମ୍ ପାଠପଢା । ତାତି ବଢୁଥିବାରୁ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।

ମାଁ ସାରଳାଙ୍କ ପୀଠର ବିକାଶ ପାଇଁ ଖୁବ ଶୀଘ୍ର ମାଷ୍ଟରପ୍ଲାନ କରିବେ ୫ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି ) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା

ଆଜି ମସ୍କୋରେ ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଆଜି ମସ୍କୋରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ।ପୁଟିନ ଏବଂ ଗୁଟେରସଙ୍କ ମଧ୍ୟରେ ଆଲୋଚନା ୟୁକ୍ରେନର ମାରିୟୁପୋଲ ସହର ଉପରେ ହୋଇପାରେ ବୋଲି ମନେ କରାଯାଉଛି। ମାରିୟୁପୋଲ ହେଉଛି ସେହି ସହର ଯାହାକୁ ରୁଷ ସମ୍ପୂର୍ଣ୍ଣ ନିଜ ଦଖଲକୁ

ଆଜିଠୁ ରାଜ୍ୟର ସବୁ ସ୍କୁଲ ୫ଦିନ ଛୁଟି

ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି l ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ୫ ଦିନ ଛୁଟି ରହିବ । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

ବିଜେଡିରୁ ଦୁଇ ନେତା ସସ୍‌ପେଣ୍ଡ

ଦଳ ବିରୋଧୀ କାମ ପାଇଁ ଦୁଇ BJD ନେତା ସସ୍‌ପେଣ୍ଡ ‌ହୋଇଛନ୍ତି । ପାରଳାଖେମୁଣ୍ଡି ଟାଉନ ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ. ଆପ୍ପାରାଓ ସସ୍‌ପେଣ୍ଡ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସସ୍‌ପେଣ୍ଡ