Odia News Portal

୧୪୩ଟି ସାମଗ୍ରୀ ଉପରେ ବଢ଼ିପାରେ ଜିଏସଟି ହାର

୧୪୩ଟି ଆଇଟମ୍ ଉପରେ ଜିଏସଟି ସ୍ଲାବ୍ ବୃଦ୍ଧି କରିବାକୁ ଜିଏସଟି ପରିଷଦ ରାଜ୍ୟମାନଙ୍କଠାରୁ ପରାମର୍ଶ ଲୋଡିଛି। ଯଦି ଏହି ପ୍ରସ୍ତାବରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ, ତେବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ଆହୁରି ବଢ଼ିବ | ଜିଏସଟି ସ୍ଲାବ୍ ବୃଦ୍ଧି ପ୍ରସ୍ତାବ ନେଇ କେନ୍ଦ୍ରକୁ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ । ରବିବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ଏକ କ୍ଷେତରେ ବିସ୍ଫୋରଣ ଘଟିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବିତ ଜନ ସଭା ସ୍ଥାନଠାରୁ ଏହି ବିସ୍ଫୋରଣ ମାତ୍ର ୪ କିଲୋମିଟର ଦୂରରେ ହୋଇଛି । ଏହି ଘଟଣା

ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍

ଓଲଟିଲା ତୀର୍ଥଯାତ୍ରୀ ବସ୍ । ୨୫ ଯାତ୍ରୀ ଆହତ । ବ୍ରହ୍ମପୁର ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ତ୍ରିର୍ଥଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଓଲଟିଥିଲା । ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ରମ୍ଭା ଠାରେ ବସ୍ ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଗୁରୁତର ସମସ୍ତ

ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ମାଷ୍ଟରମାଇଣ୍ଡକୁ ଧରିବାକୁ ଦିଲ୍ଲୀରେ ଏନସିବି ଟିମ୍‌

ଭୁବନେଶ୍ୱରରୁ ପ୍ରଥମ ଥର କୋକେନ୍‌ ଜବତ ଘଟଣାରେ ଏସଟିଏଫ ଓ ଏନସିବି ମିଳିତ ତଦନ୍ତ ଚଳାଇଛନ୍ତି । ଦିଲ୍ଲୀରେ ରହିଛି କୋକେନ ନେଟୱାର୍କର ମୁଖିଆ ଓ ମାଷ୍ଟରମାଇଣ୍ଡ । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ଓ ଏନସିବି ଟିମ୍‌ ଉଦ୍ୟମ ଚଳାଇଛନ୍ତି । ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ ଜବତ ସହ ଅଭିଯୁକ୍ତ

ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ

ଏକ ପେଷାଦାର ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ କରି ବଡଧରଣର ସଫଳତା ପାଇଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ । ୪୧୩ କିଲୋ ଗଞ୍ଜେଇ ସହ ଗୋଟିଏ ପିସ୍ତଲ୍ , ୪ ରାଉଣ୍ଡ ଅଫୁଟା ଗୁଳି , ଗୋଟିଏ ଟ୍ରକ୍ , ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ୩ଟି ମୋଟରସାଇକେଲ ଜବତ କରିଛି ପୋଲିସ । ଏକ

‘ଉଡ୍ର’ ତରଫରୁ ବସ୍ତ୍ର ଓ ଛତା ବଂଟନ

ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର‌୍ୟ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ

ଯେତେବେଳେ କ୍ବାଡକୁ ନେଇ ଅଭିଯୋଗ ଆଣିଥିଲେ ସି ଜିନପିଙ୍ଗ୍; ଏମିତି ବୟାନ ଦେଇଥିଲେ ରାଷ୍ଟ୍ରପତି ବାଇଡେନ୍

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଦିନ ଏକ ସମ୍ବୋଧନରେ ପ୍ରତିପକ୍ଷ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଏକ ଅଭିଯୋଗକୁ ନେଇ ସିଧାସଳଖ ଉତ୍ତର ରଖିଥିଲେ। ଜିନପିଙ୍ଗ ଥରେ କହିଥିଲେ ଯେ, ସେ ଚୀନ୍ ବିରୋଧରେ କ୍ୱାଡ୍କକୁ ମଜବୁତ କରୁଛନ୍ତି। ସିଆଟେଲର ଏକ ଘରୋଇ ବାସଭବନରେ ପାର୍ଟି

୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି : ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ବୈଠକ

ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି। ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ବୈଠକ । ୨୦୨୪ ବିଧାନସଭା ନିର୍ବାଚନ ଦୃଷ୍ଟିରେ ରଖି ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରିଛି । ଆଜିଠୁ ୩ ଦିନ ଧରି ଚାଲିବ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ହେବ ।

ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କ ବିବାହ ଫଟୋ

ସାମ୍ନାକୁ ଆସିଲା ଟିନା ଡାବିଙ୍କ ବିବାହ ବେଳର ଫଟୋ । ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବି । ବାହାଘର ପରେ ତାଙ୍କ ଫଟୋକୁ ସେ ସାର୍ବଜନୀନ କରିଛନ୍ତି । କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉତ୍ସବ ହୋଇଥିଲା । ତାଙ୍କର ଏହି ଫଟୋରେ ସ୍ୱାମୀ ପ୍ରଦୀପ ଗାେଓ୍ଵଣ୍ଡେଙ୍କ ସହ

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ, ୨୬ରେ ମସ୍କୋ ଯିବେ

ଯୁଦ୍ଧ ଭିତରେ ବଡ଼ ଖବର । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ । ମଙ୍ଗଳବାର ମସ୍କୋ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୨୬ ତାରିଖରେ ସେ ମସ୍କୋ ଯିବେ । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ୟୁକ୍ରେନ-ରୁଷ ଯୁଦ୍ଧ ସମ୍ପର୍କରେ