୨୩ରୁ ଆରମ୍ଭ ରାଜ୍ୟସ୍ତରୀୟ ଆଦିବାସୀ ମେଳା
ପୁଣି ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଚଳିତମାସ ୨୩ରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା। ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ସାଜସଜା କାମରେ ଲାଗିଛନ୍ତି କାରିଗର ଓ ଚିତ୍ରକର ।
ଦେଖିବାକୁ ମିଳିବନି ପୂର୍ବଭଳି!-->!-->!-->…
