ପୁରୀ ସମୁଦ୍ର କୂଳରେ ଲାଗିଲା ବିଶାଳ ଶକ୍ତି କୁଣ୍ଡ
ପୁରୀ ସମୁଦ୍ରରେ କୂଳରେ ଲାଗିଲା ବିଶାଳ ଶକ୍ତି କୁଣ୍ଡ । ସେପଟେ ଏହା କେତେ ପୁରୁଣା ଓ କେଉଁଠୁ ଆସିଲା ତାହା ଜାଣିବାକୁ ସର୍ଭେ କରାଯିବ ବୋଲି ସଂସ୍କୃତି ଅଧିକାରୀ କହିଛନ୍ତି। ଗତକାଲି ଲାଇଟ ହାଉସ ବେଳାଭୂମିରେ ଏହି ଶକ୍ତି କୁଣ୍ଡ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବାକୁ!-->…
