ପୁରୁଣା ଗାଡ଼ିର ହାଇସିକ୍ୟୁରିଟି ନମ୍ବର ପାଇଁ ଅନଲାଇନ ସେବା, କାଲିଠାରୁ ବୁକିଂ
ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ଓ ରଂଗୀନ ଷ୍ଟିକର୍ଯୁକ୍ତ ନମ୍ବର ପ୍ଲେଟ୍ ବୁକ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନ୍ଲାଇନ୍ ସେବା ଆରମ୍ଭ ହୋଇଛି। ଜୁନ୍ ପହିଲାରୁ ଏହି ସେବା ଉପଲବ୍ଧ ହେବ। ଲୋକେ siam.in ରେ ଲଗ୍ ଇନ୍ କରି ଏହି ପ୍ଲେଟ୍ ବୁକ୍ କରିପାରିବେ ବୋଲି!-->…
