ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ
ହାର୍ଦ୍ଦିକ ପଟେଲ ବିଜେପିରେ ମିଶିବେ । ଗୁଜରାଟ ମୁଖ୍ୟ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଜୁନ୍ ୨ ରେ ହାର୍ଦ୍ଦିକ ବିଜେପିରେ ଯୋଗଦେବେ ବୋଲି ଦଳର ଜଣେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି।
ହାର୍ଦ୍ଦିକ ପଟେଲ ଚଳିତ ମାସରେ କଂଗ୍ରେସ ଦଳ ଛାଡିଥିଲେ। ଗତ ସପ୍ତାହରେ ହାର୍ଦ୍ଦିକ ପଟେଲ କହିଥିଲେ ଯେ!-->!-->!-->…
