ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଅପରାଧ ମାନିଲେ ଶର୍ମିଷ୍ଠା, ଆଜି ସରିବ ରିମାଣ୍ଡ୍
ଶୁକ୍ରବାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମ୍ବ୍ରାଞ୍ଚ୍ । ଶର୍ମିଷ୍ଠାଙ୍କୁ ନେଇ ପ୍ରଥମେ ଭଦ୍ରକ ଜିଲ୍ଳା ଚାନ୍ଦବାଲି ତା’ପରେ ଭୁବନେଶ୍ୱର ଦୟାଲ ଆଶ୍ରମ ଓ ଶେଷରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତ!-->…
