Odia News Portal

ବଢିଲା ଜେଟ୍ ଇନ୍ଧନର ଦାମ୍,ବିମାନ ଯାତ୍ରା ହେବ ଆହୁରି ମହଙ୍ଗା

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏପ୍ରିଲର ମାସର ପ୍ରଥମ ଦିନରେ ଜେଟ ଇନ୍ଧନ ବା ଏୟାର ଟର୍ବାଇନର (ATF) ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର

କଟକ ବାଟାଲିୟନରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ ଷଷ୍ଠ ବାଟାଲିୟନ ପରିସରରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ୧୦ଟି ପୋଲିସ ପ୍ଳାଟୁନ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ ୨୦୨୧ ମସିହାରେ ଓଡିଶା ପୋଲିସରେ କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ସେବା

ଆଜି ପବିତ୍ର ଉତ୍କଳ ଦିବସ, ପ୍ରତ୍ୟେକଟି ଓଡିଆମାନଙ୍କ ପାଇଁ ଗର୍ବର ଦିନ

ଆଜି ପବିତ୍ର ଉତ୍କଳ ଦିବସ । ଆଜି ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ତେବେ ଏହାକୁ ମନେ ରଖିବା ପାଇଁ

ଶନିବାରଠୁ ରାଜ୍ୟରେ ସକାଳୁଆ ସ୍କୁଲ, ପୁଣି ଥରେ ଛାତ୍ରଛାତ୍ରୀ ଦିଆଯିବ ମଧ୍ୟାହ୍ନଭୋଜନ

ଶନିବାରଠୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ ଆରମ୍ଭ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍‌ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପିଲାଙ୍କ କ୍ଲାସ୍‌ ସମୟକୁ ଅଧ ଘଣ୍ଟା ଲେଖାଏଁ ବଢ଼ାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ

ମାନସ ସ୍ଵାଇଁ ହତ୍ୟା ମାମଲା : ସିନ୍ ରିକ୍ରିଏସନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍, କ୍ରାଇମ୍ ସ୍ପଟ୍‌ରେ ଶର୍ମିଷ୍ଠା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ନେଇ ଚାନ୍ଦବାଲି ପଳାସପୁର ଗ୍ରାମର କ୍ରାଇମ୍‌ସ୍ପଟ୍‌ରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ୍ ଟିମ୍। ଅଭିଯୁକ୍ତ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ

ରାଜସ୍ଥାନ: ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ରାଜ୍ୟ ବିଜେପି ସମ୍ପାଦକ ଗିରଫ

ଦୌସାର ଲାଲସୋଟ ସହରରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ବିଜେପି ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ଗୋଠୱାଲଙ୍କ ସମେତ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ମାନସିକ ନିର୍ଯ୍ୟାତନା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।ଗୋଥୱାଲ ଗୁରୁବାର ସକାଳେ ଟୁଇଟ୍ କରି

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଖାରଜ

ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଜାମିନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସସ୍ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜାମିନ୍ ଆବେଦନ ଖାରଜ ହୋଇଥିବା ଜଣାପଡିଛି । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ

ସକାଳୁଆ ସ୍କୁଲ ନିୟମରେ ହେଲା ପରିବର୍ତ୍ତନ

ରାଜ୍ୟରେ ଏପ୍ରିଲ ୨ରୁ ହେବାକୁ ଥିବା ସକାଳୁଆ ସ୍କୁଲ ନିୟମରେ ଆସିଛି ପରିବର୍ତ୍ତନ । ପିଲାମାନଙ୍କ ପାଠପଢା ପାଇଁ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ଗଣଶିକ୍ଷା ବିଭାଗ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୬. ୩୦ରୁ ୧୦.୩୦ କୁ ପରିବର୍ତ୍ତନ କରାଯାଇଛି ।

ଗଞ୍ଜାମ ଜିଲ୍ଳାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା

ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା। ଏବେ ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡନାଚ ଦେଖାଉଛନ୍ତି। ଆଗକୁ ଆସୁଛି ମହାବିଷୁବ ସଂକ୍ରାନ୍ତି। ପରମ୍ପରା ଅନୁଯାୟର ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ

ସୁମିତ ଓ ତପସ୍ୱିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ଲାଗି ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁମିତ ନେଇଥିବା ଭଡ଼ା ଘରକୁ