Odia News Portal

ରାଜ୍ୟରେ କମି କମି ଯାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୭ ହଜାର ୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଓଡିଶାରେ ୫ ହଜାର ୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୯ ଜଣ ଚିହ୍ନଟ

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର କାର୍ଯ୍ୟକ୍ରମ । ପଞ୍ଚାୟତ ପରୀକ୍ଷା ପାଖେଇ ଆସୁଥିବାରୁ ତତ୍ପର ନେତା ଓ ଜନତା । ଗାଁ ଗାଁରେ ପୋଷ୍ଟର, ବ୍ୟାନର ଛାଇଗଲାଣି । କରୋନା କଟକଣା ଯୋଗୁଁ ସାଧାରଣ ସଭା, ଶୋଭାଯାତ୍ରା ଉପରେ ଅଙ୍କୁଶ ଥିବାରୁ ଡୋର୍ ଟୁ ଡୋର୍

ସୁନ୍ଦର ପିଚାଇଙ୍କ ବିରୋଧରେ ଥାନାରେ ଏତଲା

ଗୁଗଲ୍ ସିଇଓଙ୍କ ବିରୋଧରେ ଥାନାରେ ଏତଲା ରୁଜୁ ହୋଇଛି । ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିରୋଧରେ ଏତଲା ରୁଜୁ କରିଛି ମୁମ୍ବାଇ ପୋଲିସ । ଏକ ଅଦଲାତଙ୍କ ଆଦେଶ କ୍ରମେ ମୁମ୍ବାଇ ପୋଲିସ ପିଚାଇଙ୍କ ବିରୋଧରେ କପି ରାଇଟ୍ ଧାରାରେ ଏଫଆଇଆର୍ ରୁଜୁ କରିଛି । ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ

ଟ୍ରକ ଧକ୍କାରେ ଓଲଟିଲା କାର୍

ଢେଙ୍କାନାଳ: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ସହିତ ଧକ୍କା ଦେଇଥିଲା । ଏଥିରେ କାର୍ଟି ରାସ୍ତା ତଳକୁ

ସାଙ୍ଗଙ୍କ ଅଶ୍ଲୀଳ ଭିଡିଓ ଭାଇରାଲରେ ଅଭିଯୁକ୍ତ ଗିରଫ

ମହିଳା ସାଙ୍ଗଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା । ପୁରୀ ସାଇବର କ୍ରାଇମ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ। ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ

ଜମି ବାଡି ବିବାଦକୁ ନେଇ ମାଆକୁ ହତ୍ୟା କଲା ପୁଅ

ରାକ୍ଷାସ ସାଜିଲା ପୁଅ । ସମ୍ପତ୍ତି ପାଇଁ ବୃଦ୍ଧା ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଶ୍ରୀବିହାର କଲୋନୀରେ । ମୃତକ ହେଲେ ପରେଶ କୁମାରୀ ଦେବୀ । ସେ କନିକା ରାଜାଙ୍କ ନାତୁଣି ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ଗୋପାଳ

ଜୁଏଲ ଓରାମଙ୍କୁ ତୁରନ୍ତ ଗିରଫ କରାଯାଉ:କଂଗ୍ରେସ

ବିଜେପି ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ବଢୁଛି ଅସନ୍ତୋଷ । ମାମଲା ରୁଜୁ ପରେ ବି କାହିଁକି ଗିରଫ ହେଉନାହାନ୍ତି ଜୁଏଲ୍ । ଏନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ସାଂସଦଙ୍କୁ ଗିରଫ କରିବାକୁ ଦାବି କରିଛି ରାଉରକେଲା କଂଗ୍ରେସ । ଜଣେ ସାଂସଦ ହୋଇ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ଘଟଣାକୁ ଦଳ

ବିଜେଡି ରାଜ୍ୟ କାର୍ଯ୍ୟଳୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ

ଆଜି ସାରା ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ମଧ୍ୟ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ । ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପତାକା ଉତ୍ତୋଳନ କରିଥିଲେ । ଏହି ସମୟରେ ବିଜେଡି

ପଦ୍ମଭୂଷଣରେ ସମ୍ମାନୀତ ହେବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ନେଇ କେହି ସୂଚନା ଦେଇ ନାହାଁନ୍ତି। ବୁଦ୍ଧଦେବ କହିଛନ୍ତି ଯେ ଯଦି ମୋତେ ପଦ୍ମ ବିଭୂଷଣ ପ୍ରଦାନ

ପ୍ୟାରେଡ୍ ସମାରୋହକୁ ଚାଲି ଚାଲି ଗଲେ ନବୀନ

ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ, ସେ ଗାନ୍ଧିମାର୍ଗ ସ୍ଥିତ ସମାରୋହ ସ୍ଥଳ ମଂଚ ନିକଟକୁ ସରକାରୀ ଗାଡିରେ ନ ଆସି ଚାଲି ଚାଲି ଯାଇଥିଲେ । ସମାରୋହ ସ୍ଥଳ ମଂଚକୁ ଯିବା ପାଇଁ ସେ କାରରୁ ଓହ୍ଲାଇ ପଡି ଚାଲି