କାହିଁକି ନବମ ପରୀକ୍ଷା ଦେଉନାହାଁନ୍ତି ପିଲା
ମାଟ୍ରିକ ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଏ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଲେନି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଚିନ୍ତାଜନକ ତଥ୍ୟ । ଏ ବର୍ଷ ନବମ ପରୀକ୍ଷା ଦେଇଥାନ୍ତେ ମୋଟ ୫,୬୬ , ୨୬୯ ପିଲା । ତେବେ ପରୀକ୍ଷା ଦେଇଥିଲେ ମୋଟ!-->…
