Odia News Portal

ମାଡି ଆସୁଛି ତାତି: ମାର୍ଚ୍ଚରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା, ଆଗକୁ ଆହୁରି ବଢ଼ିବ

ମାର୍ଚ୍ଚ ନସୁରୁଣି ବଢିଳାଣି ତାତି। ରାତିରେ ହାଲୁକା ଥଣ୍ଡା ରହୁଥିବା ବେଳେ ସକାଳୁ କୁହୁଡି ବି ରହୁଛି। କିନ୍ତୁ ୯ଟା ପରେ ଆରମ୍ଭ ହୋଇଯାଉଛି ଗରମ। ସେତେ ଲାଗୁଛି ଯେମିତି ଗ୍ରୀଷ୍ମଋତୁ ପ୍ରକୋପ ଏବେଠାରୁ ଦେଖାଦେଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାତି । ମାର୍ଚ୍ଚରେ ସ୍ୱାଭାବିକ ଠାରୁ

୫ ରାଜ୍ୟରେ ପରାଜୟ ପରେ ରାହୁଲଙ୍କ ବୟାନ

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ବିଧାନସଭାରେ କଂଗ୍ରେସର ଶୋଚନୀୟ ପରାଜୟର ସାମ୍ନା କରିଛି । କୌଣସି ରାଜ୍ୟରେ ଦଳ ସରକାର ଗଠନ କରିବାରେ ବିଫଳ ହୋଇଛି। ଦଳର ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ୱିଟ କରି ରାହୁଲ

ଜଟଣୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଥମୁନି ଧଳାଜହର କାରବାର । କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାର୍‌ବାର ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ

ବିଜୟ ଶୋଭାଯାତ୍ରା ଉପରେ କଟକଣା ହଟାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ପରେ ବିଜୟ ଶୋଭାଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ ନିର୍ବାଚନ ଆୟୋଗ ହଟାଇ ଦେଇଛନ୍ତି । ଏକ ବିବୃତ୍ତିରେ ଆୟୋଗ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ସେହି ରାଜ୍ୟ ଗୁଡ଼ିକରେ

ପଞ୍ଜାବ: ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ବିଜୟୀ

ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଭଗବନ୍ତ ମାନ୍ ପଞ୍ଜାବର ଧୁରୀ ଆସନରୁ ବିଜୟ ହାସଲ କରିଛନ୍ତି। ଭଗବନ୍ତ ମାନ ୫୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି | ଭଗବନ୍ତ ୭୮ ହଜାରରୁ ଅଧିକ ଭୋଟ୍ ପାଇଥିବାବେଳେ କଂଗ୍ରେସର ଦଲବୀର ସିଂ ଗୋଲ୍ଡି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଜୟ ପରେ ସେ

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ। ବିଏମସିର ୬୭ ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଯାଞ୍ଚ ସମୟରେ

ୟୁପିରେ ପୁଣି ଯୋଗୀରାଜ

ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ

ବିଧାନସଭା ନିର୍ବାଚନ ଫଳାଫଳ: ୟୁପିରେ ବିଜେପି, ପଞ୍ଜାବରେ ଆପ୍ ଆଗୁଆ

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏହି ପାଞ୍ଚ ରାଜ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ବିଜେପି ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ସିଟ୍ ରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି

ଆସୁଛି ୫ ରାଜ୍ୟର ଫଳାଫଳ, କେଉଁଠି କିଏ ଆଗରେ

୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଏକଜିଟ୍ ପୋଲରେ ଯାହା ଦେଖିବାକୁ ମିଳିଥିଲା ତାହା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଦେଖିବାକୁ ମିଳୁଛି । ଅର୍ଥାତ ଏକଜିଟ୍ ପୋଲ

ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡ,୨ ଗିରଫ

କଟକ ବିଡ଼ାନାସୀ ଭୁଆଶୁଣୀ ପଠାରେ ଜଣେ ବିହାରୀ ମିସ୍ତ୍ରୀକୁ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମୁନିକାଲ୍ ଓ ତା’ ସହଯୋଗୀ କୈଳାସ । ସୁପାରୀ ନେଇ ଏମାନେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ବେଳେ ସୁପାରୀ ଦେଇଥିବା ପଙ୍କଜକୁ