ଶ୍ରୀନଗରରେ କଶ୍ମୀର ପଣ୍ଡିତଙ୍କୁ ପୁଣି ଥରେ ଗୁଳି ମାଡ଼
ପୁଣି ଥରେ ଛାତିଥରା ଆକ୍ରମଣ ହୋଇଛି ଜଣେ କଶ୍ମୀର ପଣ୍ଡିତଙ୍କ ଉପରେ। ଜମ୍ମୁ କଶ୍ମୀରର ଶ୍ରୀନଗରର ମଇସୁମା ବ୍ରିଜ୍ ଅଞ୍ଚଳରେ ଆତଙ୍କବାଦୀର ଗୁଳିରେ ସୋମବାର ଦିନ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଯବାନ ଶହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ଜମ୍ମୁ କାଶ୍ମୀରର!-->…
