ନକଲି ଡାକ୍ତରଙ୍କ ବିରୋଧରେ ଆଉ ଦୁଇଟି ମାମଲା ରୁଜୁ
ଭୁବନେଶ୍ୱର- ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ଏହାଛଡା ଜାଲ୍ କାଗଜପତ୍ର ପାଇଁ ସହିଦନଗର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଜାଲ୍ ଡକ୍ୟୁମେଣ୍ଟ ଦ୍ୱାରା ରମେଶ କାର୍!-->…
