Odia News Portal

ଆର୍ଯ୍ୟନଙ୍କ ବିରୋଧରେ NCB କୁ ମିଳିଲାନି କୌଣସି ପ୍ରମାଣ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ। ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ବିରୋଧରେ NCBର SITକୁ କୌଣସି ପ୍ରମାଣ ମିଳିନାହିଁ । ଘଟଣାଦିନ ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ରଖିନଥିଲେ । ଏହାସହ ଆନ୍ତର୍ଜାତିକ ଡ୍ରଗ୍ସ

ମେ’୬ରୁ ପୁଣି ଖୋଲିବ କେଦାରନାଥ ଧାମ

ଉତ୍ତରାଖଣ୍ଡର ହିମାଳୟ ଶିଖର ସ୍ଥିତ ଭଗବାନ ଶିବଙ୍କ ପୀଠ କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ

ୟୁକ୍ରେନ୍‌ରେ ଆଉ ଜଣେ ଭାରତୀୟ ଡାକ୍ତରୀ ଛାତ୍ର ମୃତ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭିତରେ ଭାରତର ଛାତ୍ରଛାତ୍ରୀମାନେ ବଳିପଡ଼ୁଛନ୍ତି। ୟୁକ୍ରେନ୍‌ରେ ଆଜି ଆଉ ଜଣେ ଭାରତୀୟଙ୍କ ମୃତ ଘଟିଛି। ମୃତ ଛାତ୍ରଙ୍କ ବାଁ ଚନ୍ଦନ ଜିନ୍ଦଲ ଓ ସେ ପଞ୍ଜାବର ବାସିନ୍ଦା ବୋଲି ଜଣାପଡ଼ିଛି। ଚନ୍ଦନ ବ୍ରେନ୍‌ ଷ୍ଟୋକ୍‌ର ଶିକାର ହୋଇ ହସ୍ପିଟାଲରେ ଆଡ୍‌ମିଟ୍‌

ମାର୍ଚ୍ଚ ୨୪ରେ ପୌର ଭୋଟ, ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା

ସରିଲା ଗାଁ ଭୋଟ୍‌, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ୭ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ। ଭୁବନେଶ୍ୱର ADM ଅଫିସ ସାମ୍ନାରେ ନାମାଙ୍କନ ପତ୍ର ନେବା ପାଇଁ ସ୍ୱତନ୍ତ୍ର କାଉଣ୍ଟର ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୯ରେ

ୟୁକ୍ରେନରୁ ଫେରିଲେ ୫ ଓଡ଼ିଆ ଛାତ୍ର, ଆଜି ଆସିବେ ଆଉ ୨୦

ୟୁକ୍ରେନରୁ ଫେରିଲେ ୫ ଓଡ଼ିଆ ଛାତ୍ର । ଦିଲ୍ଲୀରେ ଆସି ପହଂଚିଲେ ୫ ଓଡ଼ିଆ ଛାତ୍ର । ଆଜି ଆଉ ୨୦ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀରେ ପହଁଚିବେ । ଏନେଇ ଓଡ଼ିଶା ଭବନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି ଦୁଇଟି ସ୍ୱତନ୍ତ୍ର ବିମାନ ପୋଲାଣ୍ଡରୁ ବାହାରିଛି । ଗୋଟିଏ ବିମାନରେ ୨୧୮ ଓ

ଖାରକିଭ୍‌ର ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼, ବିଲିଡିଂ ଛିନ୍‌ଛତ୍ର

ଆଜି ୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷର ବାରମ୍ବାର ଆକ୍ରମଣରେ ଧରାଶାୟୀ ହେଲାଣି ୟୁକ୍ରେନ । ତଥାପି ରୁଷର ମନ ମାନୁନି। ରୁଷ ମିଶାଇଲ ମାଡ଼ କରିବା ପରେ ଏବେ ପରମାଣୁ ବୋମା ପକାଇବା ପାଇଁ ଯୋଜନା କରୁଛି। ଆଉ ଏପରି ହେଲେ ସବୁକିଛି ଛାରଖାନର ହୋଇଯିବ। ଏହା ମଧ୍ୟରେ ବି କିଭ୍‌ ପରେ

ୟୁକ୍ରେନ୍‌ ଉପରେ ତୁହାକୁ ତୁହା ମିସାଇଲ୍‌ ମାଡ଼ କରୁଛି ରୁଷ

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବିଧ୍ୱଂସକ ହେବାରେ ଲାଗିଛି। ଏବେ ରୁଷ ସେନା ପୂରା ୟୁକ୍ରେନ୍‌କୁ ଘେରିସାରିଲେଣି। ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ କବ୍‌ଜା କରିବାକୁ ପୂରା ଚେଷ୍ଟା ଚଳାଇଛି। କିଭ୍‌ ବ୍ୟତୀତ ଖାରକିଭ୍‌ରେ ମଧ୍ୟ ରୁଷ ସେନା ପକ୍ଷରୁ ଆକ୍ରମଣ ଜାରି

ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌:ଏବେ ଟାର୍ଗେଟ୍‌ରେ ଆବାସିକ ଅଞ୍ଚଳ

କିଭ୍‌ ଓ ଖାରକିଭ୍‌ ସହରରେ ଋଷର ଆକ୍ରମଣ । ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌ । କିଭରେ ଟିଭି ଟାଓ୍ୱାର ଋଷ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ହୋଲୋକଷ୍ଟ ମେମୋରିଆଲ ଉପରେ ବି ଋଷର ଆକ୍ରମଣ । ଖାରକିଭରେ ମଧ୍ୟ ଋଷର ପ୍ରଚଣ୍ଡ ଆକ୍ରମଣ ।

ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନ

ଜାଗର ଯାତ୍ରା ହେଲା ଶେଷ ଯାତ୍ରା

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଦମ୍ପତି ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା