Odia News Portal

ବିଜେଡିରେ ଯୋଗଦେଲେ ୨୦୦ ବିଜେପି କର୍ମୀ

ପୌର ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ସହର ରାଜନୀତି । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଜେଡିର ଲୋକପ୍ରିୟତାକୁ ପୁଞ୍ଜି କରି ଅନେକ ଆଶାୟୀ ଟିକେଟ ପାଇବାକୁ ଥିବାବେଳେ ବର୍ତ୍ତମାନ ଅନେକ ନେତା ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେପି ଛାଡି ବିଜେଡିରେ

ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ

ଗତ କିଛିଦିନ ଧରି ନକଲି ଘିଅ, ସସ୍, ସିମେଣ୍ଟ, ଗୁଠଖା,ମସଲା, ଆଦି ଠାବ କରାଯାଇଥିଲା । ଆଜି ପୁଣି ନକଲି ଧୂପକାଠି କାରଖାନାରେ ଚଢାଉ କରାଯାଇଛି । କଟକ ଗଙ୍ଗା ମନ୍ଦିର ଅଞ୍ଚଳରେ ନକଲି ଧୂପକାଠି କାରଖାନାରେ ଲାଲବାଗ ଥାନା ପକ୍ଷରୁ ଚଢାଉ କରାଯାଇଛି । ନକଲି ଧୂପକାଠି ପ୍ରସ୍ତୁତି ସରଞ୍ଜାମ ସହ

ଯୁଦ୍ଧରେ ୩ ଶିଶୁଙ୍କ ସମେତ ୧୯୮ ନାଗରିକଙ୍କ ମୃତ୍ୟୁ

ତୃତୀୟ ଦିନରେ ଜାରି ରହିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏହାରି ଭିତରେ ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଋଷ ସେନାର ଆକ୍ରମଣରେ ଏବେ ସୁଦ୍ଧା ୩ ଶିଶୁଙ୍କ ସମେତ ୧୯୮ ନାଗରିକ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପୂର୍ବରୁ ଆମେରିକା ବ୍ରିଟେନ ସମେତ ୨୮ଟି ଦେଶ ୟୁକ୍ରେନକୁ ମେଡିକାଲ

ଆଜି ବିଜେଡିରେ ମିଶିବେ ଶତାଧିକ ବିଜେପି କର୍ମୀ

ନିର୍ବାଚନ ବିଗୁଲ୍‌ ବାଜିବା ମାତ୍ରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଆଜି ୪୦ନଂ ୱାର୍ଡର ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିବେ । ୱାର୍ଡର ସକ୍ରିୟ ବିଜେପି ନେତା ଫିରୋଜ୍‌ ଖାନ୍‌ ଦଳ ଛାଡି ବିଜେଡିରେ ଯୋଗ ଦେବେ । ସେହିଭଳି ବସ୍ତି ନେତା ସହଦେବ ନାୟକଙ୍କ ନେତୃତ୍ୱରେ ବହୁ ବିଜେପି

ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା।

ହେମାନନ୍ଦ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର ସହ ଶ୍ରଦ୍ଧାଞ୍ଜଳି

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ୮୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ହେମାନନ୍ଦ । ଗତକାଲି ହେମାନନ୍ଦଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ଖେଳି ଯାଇଥିଲା ଶୋକର ଛାୟା । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ବାଳଙ୍କୁ ଗାର୍ଡ

ପଞ୍ଚାୟତ ଫଳାଫଳ ଆସିଲା ୩୧୫ ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ

ପଞ୍ଚାୟତ ଫଳାଫଳ ଟ୍ରେଣ୍ଡରେ ବିଜେଡି

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧୧ଟା ସୁଦ୍ଧା ୨୪୬ ଜିଲ୍ଲା ପରିଷଦ ଜୋନର

ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନ୍‌ରୁ ଫେରିବେ ମେଡିକାଲ ଛାତ୍ର ଛାତ୍ରୀ

ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାରଙ୍କ ଉଦ୍ଧାର ଯୋଜନାର ଏକ ଅଂଶ ଭାବରେ ଏୟାର ଇଣ୍ଡିଆ ରୋମାନିଆର ରାଜଧାନୀ ବୁଖାରେଷ୍ଟକୁ ଦୁଇଟି ବିମାନ ପଠାଇବାକୁ ଯୋଜନା କରିଛି। ସେହି ବିମାନରେ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯିବ। ଆଜି ଏହି ଦୁଇଟି ବିମାନ ଉଡ଼ାଣ

ଆଜି ଦ୍ୱିତୀୟ ଟି-୨୦, ସିରିଜ୍

ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଦ୍ୱିତୀୟ ଟି-୨୦କୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସନ୍ଧ୍ୟା ୭ଟାରେ ହିମାଚଳ ପ୍ରଦେଶର ଧର୍ମଶାଳା କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତ-ଶ୍ରୀଲଙ୍କା