Odia News Portal

ଗୋଲାପ ଫୁଲ ବଦଳାଇ ଦେବ ଆପଣଙ୍କ ଭାଗ୍ୟ

ଗୋଲାପ ଫୁଲକୁ ସମସ୍ତେ ଭଲ ପାଆନ୍ତି। ଲୋକମାନେ ନିଜ ଘରକୁ ଗୋଲାପ ଫୁଲରେ ସଜାଇବାକୁ ପସନ୍ଦ କରନ୍ତି। ଏହା ଘରର ସୌନ୍ଦର୍ୟ୍ୟକୁ ଆହୁରି ବଢାଇଥାଏ । ବାସ୍ତୁ ଅନୁଯାୟୀ, ଗୋଲାପ ସହିତ ଜଡିତ କିଛି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ଏହା

କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ

ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି 30 ଟି ରାଷ୍ଟ୍ରଙ୍କ ଏକ ସଂଗଠନ, ଯେଉଁଥିରେ ପରପ୍ସର ସାମରିକ ସହାୟତା

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ୟ୍ୟାୟ ମତଦାନ । ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ଅନ୍ତିମ ପର୍ୟ୍ୟାୟରେ ନିର୍ବାଚନରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନେତା ବାଛିଛନ୍ତି ଜନତା । ଦିନ ସାଢେ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ

ମୋଦୀଙ୍କ ସହାୟତା ଲୋଡିଲା ୟୁକ୍ରେନ

ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି ସେଥିପାଇଁ ସହାୟତା ଲୋଡିଛି ୟୁକ୍ରେନ ।

ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ

ନକଲି ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ

ନକଲି ରସିକିଆ ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ । ମହିଳା ଥାନାରେ ଗୌହାଟୀର ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ । ଜାଲ ପରିଚୟ ଦେଇ ବିବାହ କରିଥିବା ଅଭିଯୋଗ କରିଛନ୍ତି ମହିଳା । ୨୧ ଲକ୍ଷ ସହ ନଣନ୍ଦ ପୁଟୁଳିରେ ସୁନା ଗହଣା ଦେଇଥିବା ଅଭିଯୋଗ ହୋଇଛି । ବାହାଘରରେ ନକଲି ଡାକ୍ତରଙ୍କ ଭଉଣୀ

ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ

ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲା ଋୁଷିଆ । ୟୁକ୍ରେନ ସୈନବାହିନୀଙ୍କୁ ଆତ୍ମସମର୍ପଣ ପାଇଁ ପୁଟିନଙ୍କ ଆହ୍ୱାନ । ଆକ୍ରମଣ ବନ୍ଦ ପାଇଁ ପୁଟିନଙ୍କୁ ମିଳିତ ଜାତିସଂଘ ମୁଖ୍ୟଙ୍କ ପରାମର୍ଶ । ୟୁକ୍ରେନର କିଭ୍ ଓ ଖାରକିଭରେ ଋଷିଆର ମିଜାଇଲ ଆକ୍ରମଣ । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ

ରାଜନୈତିକ ଶତ୍ରୁତାରୁ ବୋମାମାଡ଼

ନୟାଗଡ଼: ରାଜନୈତିକ ଶତ୍ରୁତାରୁ ବୋମାମାଡ଼। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ବୁଧବାର ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି। ଏଥିରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଯୁବକଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଖଣ୍ଡପଡ଼ା

୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

ଦୁଇ ବର୍ଷ ପରେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏଥିପାଇଁ ପିଲାମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ଦୁଇ ବର୍ଷ ସ୍କୁଲ ବନ୍ଦ ହେବା କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବଧାନ ଦେଖାଯାଇଥିଲା । ହଠାତ୍‌ ସ୍କୁଲ ଖୋଲିଲେ ସେମାନଙ୍କ ଉପରେ ମାନସିକ ଚାପ