Odia News Portal

ଯେକୌଣସି ସମୟରେ ଋଷିଆ ଆକ୍ରମଣ କରିପାରେ

ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ପାଇଁ ଋଷିଆର ଜୋରଦାର ପ୍ରସ୍ତୁତି । ୟୁକ୍ରେନ ସୀମାନ୍ତରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି ଋଷିଆ । ବେଲାରୁସ, କ୍ରିମିଆ ଓ ଋଷିଆର ପଶ୍ଚିମାଞ୍ଚଳରେ ଏୟାରକ୍ରାଫ୍ଟ, ଫାଇଟର ଜେଟ୍ ମୁତୟନ କରାଯାଇଛି । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା

ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗର୍ଦ୍ଦି

ଅନୁଗୁଳ: ନିର୍ବାଚନ ପୂର୍ବରୁ ବିଜେପିର ଗୁଣ୍ଡାଗିରି । ଅନୁଗୁଳ ବଅଁରପାଳ ବ୍ଲକରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇ ପ୍ରଶାନ୍ତ ପ୍ରଧାନକୁ ବିଜେପି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨୫ ନମ୍ବର ଜୋନର ବଡକେରଜାଙ୍ଗ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟାଙ୍କ ସ୍ୱାମୀ

ଆସନ୍ତା କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ

ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି । ଗତକାଲି ୧୧ ଜିଲ୍ଲାର ବୁଥକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆଜି ୧୯ ଜିଲ୍ଲାର ବୁଥକୁ ଯିବେ ପୋଲିଂ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ମନୋରମା ଇଷ୍ଟେଟ୍ରେ ଥିବା ଫ୍ଲାଟ,

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ ହୋଇଥବାରୁ କେବଳ

ପ୍ରଚାର ରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ

ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଶିକ୍ଷକଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ପୁଇଁନ୍ତଲା ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଥିଲା । ବଲାଙ୍ଗିର

ବଜ୍ରକାପ୍ତା ଉଦ୍ଧାର, ୨ ବ୍ୟବସାୟୀ ଗିରଫ

ବାଲିଗୁଡା କନ୍ଧମାଲ ଜିଲା ତୁମୁଡିବନ୍ଧ ବନ ବିଭାଗ ଦ୍ଵାରା ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର ହୋଇଛି । ୨ ଜଣ ବ୍ୟବସାୟୀ ବଜ୍ରକାପ୍ତା ଧରି ବିକ୍ରି କରିବାକୁ ଯୋଜନା କରୁଥିଲେ। ବିଶେଷ ସୂତ୍ର ରୁ ଖବର ପାଇ ତୁମୁଡିବନ୍ଧ ବନ ବିଭାଗ କରକୁଡୁପା ଅଂଚଳ କୁ ଯାଇ ପୂର୍ବରୁ ଛକି ରହିଥିଲେ। ୨

୨୧ ରୁ କୋହଳ ହେବ ଜଗା ଦର୍ଶନ

ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଲଗାଯାଇଥିବା ସମସ୍ତ କଟକଣାକୁ ଶ୍ରଦ୍ଧାଳୁଙ୍କ ପାଇଁ ଉଠାଇ ଦିଆଯାଇଛି। ୨୧ରୁ କୋହଳ ହେବ ଜଗା ଦର୍ଶନ। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କେବଳ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରଯାଇଛି। କୋଭିଡ ସାର୍ଟିଫିକେଟ ଦରକାର ପଡିବନି। ୨ ବର୍ଷ ପରେ ସ୍ବାଭାବିକ ହେଲା

ପଶ୍ଚିମବଙ୍ଗରେ ବିଜେପିକୁ ଝଟକା

ପଶ୍ଟିମବଙ୍ଗରେ ପୁଣି ବିଜେପିକୁ ଝଟକା । ବିଜେପି ସାଂସଦ ଅର୍ଜୁନ ସିଂହଙ୍କର ତିନିଜଣ ସହଯୋଗୀ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ତିନିଜଣଙ୍କ ମଧ୍ୟରେ ଭୀଟପୋଡ଼ା ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ ସୌରଭ ସିଂହ ଓ ପୂର୍ବତନ ବିଧାୟକ ସୁନିଲ ସିଂହବି ସାମିଲ ଅଛନ୍ତି