Odia News Portal

ଜମିଜମା ବିବାଦକୁ କେନ୍ଦ୍ର କରି,ବଡ଼ ଭାଇର ପରିବାରକୁ ନାଶ କଲା ସାନ ଭାଇ

ସୀମା ଟପିଲା ପାରିବାରିକ କଳହ। ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ। ବଡ ଭାଇ ପରିବାରରଙ୍କୁ ମାରି ହତ୍ୟା କଲା ସାନ ଭାଇ। ଏଭଳି ଏକ ଘଟଣା ଘଟିଛି ମାହାଙ୍ଗା କୁସୁପୁର ପଞ୍ଚାୟତ କୁସୁପୁର ଗ୍ରାମରେ।  ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ୍ ଓ ସାଲେପୁର ଏସଡିପିଓ ପହଁଚି ତଦନ୍ତ ଚଳାଇନ୍ତି। ୫ ଜଣ ମୃତକ…

ଶାନ୍ତି ନଫେରିବା ଯାଏ ୧୪୪ ଧାରା ଜାରି ରହିବ

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ । ଯୋଡାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା ପରେ କାଲି ରାତି ୧୨ଟାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଅଧିକ ଉତ୍ତେଜନା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।…

ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ

ବୁଧବାର ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଜିଲ୍ଲାପାଳ…

ବିଜୁବାବୁଙ୍କ ତିରୋଧାନ ଦିବସ ନିରାଡମ୍ବର ଭାବେ ପାଳିବ ବିଜେଡି

ଆସନ୍ତା ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । ଚଳିତବର୍ଷ ନିରାଡମ୍ବର ଭାବେ ତିରୋଧାନ ଦିବସକୁ ପାଳନ କରିବ ବିଜୁ ଜନତା ଦଳ । ବିଜୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ । ଓଡ଼ିଶା ମୋ ପରିବାର ତରଫରୁ ଜୀବନ…

ଝାଡ଼ଖଣ୍ଡରେ ରୋପ୍‌ୱେ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଝାଡ଼ଖଣ୍ଡ ଦେଓଘର ରୋପ୍‌ୱେ ଦୁର୍ଘଟଣାରେ ସରୁନି ଉଦ୍ଧାର କାର୍ଯ୍ୟ । ମଝି ଆକାଶରେ ଫସି ରହିଛନ୍ତି ଲୋକେ। ଏପର୍ଯ୍ୟନ୍ତ ୩୮ ଜଣ ଉଦ୍ଧାର ହୋଇଥିବା ବେଳେ ୧୦ ଜଣ ଫସି ରହିଛନ୍ତି । ଆଜି ୫ଜଣ ବୟସ୍କ ବ୍ୟକ୍ତିଙ୍କ ସହ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ତଳକୁ ଖସିପଡି ଜଣଙ୍କର ମୃତ୍ୟୁ…

କୋର୍ଟରେ ହାଜର ହେଲା ଶର୍ମିଷ୍ଠା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ତଥା ଲେଡି କିଲର୍ ଶର୍ମିଷ୍ଠା ରାଉତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର । ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଛି ଶର୍ମିଷ୍ଠା । ସେହିପରି ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ,…

କିଏ ହେବ ନୂଆ ପିସିସି ସଭାପତି

ରାଜ୍ୟ କଂଗ୍ରେସର କିଏ ଧରିବେ ମଙ୍ଗ? ଏବେଠାରୁ ଦିଲ୍ଲୀ ଦରବାରରେ ଜୋରଦାର ଲବି । ପିସିସି ସଭାପତି ରେସ୍ରେ ଅଛନ୍ତି ଅନେକ ନେତା । ସେମାନଙ୍କ ମଧ୍ୟରୁ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା । ରାଜ୍ୟ…

ଲୋକାର୍ପିତ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ; ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି। ୧୯ଟି ମେଡିକାଲ ବିଭାଗ ପାଠ୍ୟକ୍ରମରେ ହେବ ପାଠପଢ଼ା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭି.କେ.…

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣା,୨ ଗିରଫ

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣାରେ ପୋଲିସକୁ ବଡ ସଫଳତା । ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାଣ୍ଡେ ଓରଫ୍‌…

ଅଭିନେତା ଶିବ କୁମାର ସୁବ୍ରମଣ୍ୟମଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ସୁବ୍ରମଣ୍ୟମଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଶିବ କୁମାରଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା…