Odia News Portal

ବେବି ବମ୍ପ ଦେଖାଇ କ୍ୟୁଟ୍‌ ଫଟୋଶୁଟ୍‌ କଲେ କମେଡି କୁଇନ ଭାରତୀ ସିଂ

କମେଡିଆନ ଭାରତୀ ସିଂ ସବୁବେଳେ ଚର୍ଚ୍ଚାରେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏବେ ଭାରତୀ ନିଜ ପ୍ରେଗନେନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୭ ବର୍ଷ ବୟସରେ ଭାରତୀ ମା’ ହେବାକୁ ଯାଉଛନ୍ତି। ଆଉ ଖାସ୍‌ ଏଥିପାଇଁ ଭାରତୀ ଫଟୋଶୁଟ୍‌ କରିଛନ୍ତି।

ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ମାଫିଆ

ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ । ୨ ଜଣ ମାଫିଆଙ୍କୁ ଗିରଫ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷୟକଟକ ଥାନା ନେତାଜୀ ଛକ ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ । ଖବର ଅନୁଯାୟୀ, 

ଓଡ଼ିଆ ଭାଷାକୁ ସମ୍ମାନ ଦେଉଛି ଭାରତୀୟ ରେଳପଥ

ଭାରତୀୟ ରେଳପଥ ସବୁ ଆଞ୍ଚଳିକ ଭାଷାକୁ ସମ୍ମାନ ଜଣାଉଛି । ଏହାର ପ୍ରସାର ପାଇଁ ଉଦ୍ୟମ କରୁଛି । ତେବେ ଆନ୍ଧ୍ର ଓ ଛତିଶଗଡ଼ ଓ ଏହାର ପାଖାପାଖି ଷ୍ଟେସନ୍‌ରେ ଓଡ଼ିଆ ଭାଷାରେ ଷ୍ଟେସନ୍‌ ନାମ ଲେଖା ଯାଉଛି । ରାୟଗଡ଼ା, ଚାକୁଳିଆ, କୁନେରୁ, ଜେମାଦେଇପେଣ୍ଠ ଭଳି ଓଡ଼ିଶା ବାହାରେ ଥିବା ବହୁ

ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ

ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ସିଲାବସ ବଦଳିବାକୁ ଲାଗିଛି। ଏମିତିକି ବିଭିନ୍ନ ପ୍ରକାର ପ୍ରଶ୍ନ ସହିତ ନୂଆ ସିଲାବସ ମଧ୍ୟ ଆସୁଛି। ଯେମିତିକି ଏବେ ଗୁଜୁରାଟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେଶ। ସେ କହିଛନ୍ତି ଯେ ଭଗବଦ୍ ଗୀତା ସମସ୍ତଙ୍କ

୨୫ ଦିନରେ ୟୁକ୍ରେନ ଯୁଦ୍ଧ, ମାରିଉପୋଲ ସହରରେ ରୁଷୀୟ ଟ୍ୟାଙ୍କ୍, ସହରକୁ ବିଦ୍ୟୁତ, ଜଳ ଓ ଗ୍ୟାସ ଯୋଗାଣ ବନ୍ଦ

ୟୁକ୍ରେନ ବନ୍ଦର ସହର ମାରିଉପୋଲରେ ଭୟଙ୍କର ଯୁଦ୍ଧ ଚାଲିଛି | ରୁଷ ଏଠାରେ କ୍ରମାଗତ ଭାବରେ ଆକ୍ରମଣ କରୁଛି। ରୁଷର ଘେରାବନ୍ଦୀରେ ଫସିଥିବା ମାରିଉପୋଲ ସହରର ମେୟର କହିଛନ୍ତି ଯେ ସହରରେ ଭୀଷଣ ଲଢେ଼ଇ ଯୋଗୁଁ ବୋମା ମାଡରେ ଧ୍ବଂସ ହୋଇଥିବା ଥିଏଟରର ଭଗ୍ନାବଶେଷ ତଳେ ଫସି ରହିଥିବା

କେନ୍ଦୁଝର ଜିଲ୍ଲା କନକନା ଗାଁରେ ଅଘଟଣ, ପିଚୁକଡ଼ାରେ ପଡି ୩ ପିଲା ଗୁରୁତର

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁକଡ଼ାରେ ପଡିଗଲେ ୩ ଜଣ ଛୁଆ । ଗୁରୁତର ଅବସ୍ଥାରେ ଗାଁ ଲୋକଙ୍କ ଦ୍ଵାରା ଉଦ୍ଧାର । ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିବା ବେଳେ, ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ

ସୁରଟର ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ସୁରଟର ପୋଣ୍ଡସରା ଜିଆଇଡିସି ଅଂଚଳରେ ସ୍ଥିତ ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୭ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ରବିବାର ସକାଳ ୪ ସମୟରେ ଏହି ଅଘଟଣ ଘଟିଛି । ନିଆଁରେ କପଡା ମିଲ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ

ଆସନ୍ତା କାଲି ଠାରୁ ବର୍ଷା ସମ୍ଭାବନା

ଖରାରୁ ମିଳିବ ତ୍ରାହି । ଆସନ୍ତାକାଲିଠୁ ବର୍ଷା ସମ୍ଭାବନା । ୨୧ରୁ ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବଙ୍ଗୋପାସାଗରରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ

କୋଣାର୍କ ନିମାପଡା ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ହରିଣ ମୃତ

ଅଜଣା ଗାଡି ଧକ୍କାରେ ହରିଣ ମୃତ୍ୟୁ । କୋଣାର୍କ ନିମାପଡା ମୁଖ୍ୟ ରାସ୍ତା ଗୋପ ନିଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ମୃତ ଅଣ୍ଡିରା ହରିଣର ବୟସ ୪ ବର୍ଷ ହେବ ବୋଲି ଜଣାପଡିଛି । ଗୋପ ବନବିଭାଗ କର୍ମଚାରୀ ମାନେ ମୃତ ହରିଣକୁ ଉଦ୍ଧାର କରି

ମାର୍ଚ୍ଚ ୨୪ରେ ଏକାଠି ହେବେ NATO ରାଷ୍ଟ୍ରମୁଖ୍ୟ

ମାର୍ଚ୍ଚ ୨୪ରେ NATO ରାଷ୍ଟ୍ରମୁଖ୍ୟଙ୍କ ବୈଠକ । ମାର୍ଚ୍ଚ ୨୪ରେ ଏକାଠି ହେବେ NATO ରାଷ୍ଟ୍ରମୁଖ୍ୟ । ବ୍ରସେଲସ୍‌ରେ ୩୦ NATO ରାଷ୍ଟ୍ରମୁଖ୍ୟଙ୍କ ବୈଠକ ବସିବ । ୟୁକ୍ରେନ ଯୁଦ୍ଧ ଉପରେ NATOର ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହେବ । ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ