ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଜାରି
କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ତେବେ ଶୁଣାଣି ପୂର୍ବରୁ ହାଇକୋର୍ଟ ଗଣମଧ୍ୟାମ କୁ ଅପିଲ କରିଛନ୍ତି ଯେ ଏଭଳି ସମ୍ଭେଦନଶୀଳ ମାମଲାରେ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ୟପଟେ ନିର୍ବାଚନ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ!-->…
