Odia News Portal

ଚିନ୍ତା ବଢ଼ାଇଲା XE ଭାରିଆଣ୍ଟ

ଓମିକ୍ରନର ସବ୍ ଭାରିଆଣ୍ଟ XEର ଦ୍ୱିତୀୟ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି । ବିଏମସି ଏନେଇ ସୂଚନା ଦେଇଛି । ମୁମ୍ବାଇର ଶାନ୍ତାକ୍ରୁଜରେ ୬୭ ବର୍ଷୀୟ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୧ରେ କାମ ପାଇଁ ବଡ଼ଦୋରା ଯାଇଥିଲେ । ଯେଉଁଠି ଏକ…

ଶ୍ରୀନଗରରେ ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ନିକଟରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଆତଙ୍କବାଦୀ ଆଜି (ରବିବାର) ନିହତ ହୋଇଛନ୍ତି । ସହରରେ ହୋଇଥିବା ଏକ ଏନକାଉଣ୍ଟରରେ ଏମାନେ ପ୍ରାଣ ହରାଇଥିବା ବେଳେ ତିନିଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ।…

ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍

ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କାଲିଠୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ…

୪୦ ଡିଗ୍ରୀ ଉପରେ ୯ ସହର ତାପମାତ୍ରା

ବଢ଼ୁଛି ପାରଦ, ଜଳୁଛି ସହର । ୪୦ ଡିଗ୍ରୀ ଉପରେ ୯ ସହର ତାପମାତ୍ରା । ବଲାଙ୍ଗୀର ଓ ବୌଦ୍ଧରେ ସର୍ବାଧିକ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୧.୪ ଡିଗ୍ରୀ ଥିବା ବେଳେ ବାରିପଦା ଓ ଟିଟିଲାଗଡ଼ ୪୧ ଡିଗ୍ରୀ ରହିଛି ପାରଦ । ଅନୁଗୁଳ, ତାଳଚେର ଓ ସମ୍ବଲପୁରରେ ୪୦ ଡିଗ୍ରୀ ରହିଛି…

ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌

କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡ଼ିବନି ୬୦୦ ଟଙ୍କା। ଏବେ ମାତ୍ର ୨୨୫ ଟଙ୍କା ଦେଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଶନିବାର ଦିନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଘୋଷଣା କରିଛନ୍ତି ଯେ ପ୍ରାଇଭେଟ୍‌ ହସ୍ପିଟାଲରେ ଏବେ…

ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମା ମାଡ

ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମା ମାଡ। ଢେଙ୍କାନାଳ ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ ହୋଇଛି।ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ।ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ…

ଦୀର୍ଘ ଦୁଇବର୍ଷ ପରେ ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ଦୀର୍ଘ ଦୁଇ ବର୍ଷ ପରେ ଆଜି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ଛାଡିଛି। କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଟ୍ରେନଟି ବନ୍ଦ ରହିଥିଲା। ଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମ୍ବଲପୁର ସାଂସଦ ଏବଂ ବିଧାୟକ ସାକ୍ଷାତ କରିବା ପରେ ରାମ ନବମୀ ଦିନ ଏହି…

ଆଜିଠାରୁ ସମସ୍ତ ବ୍ୟକ୍ତିଙ୍କୁ ମିଳିବ ବୁଷ୍ଟର ଡୋଜ୍

ଆଜି ଠାରୁ ଦେଶରେ ୧୮ ବର୍ଷରୁ ସମସ୍ତ ବ୍ୟକ୍ତିଙ୍କୁ ପ୍ରିକସନ ବା ବୁଷ୍ଟର ଡୋଜ୍ ମିଳିବ | ଶୁକ୍ରବାର କେନ୍ଦ୍ର ସରକାର ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତରେ କରୋନାର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହା ପୂର୍ବରୁ…

ଆଜି ପବିତ୍ର ଶ୍ରୀରାମ ନବମୀ, ସାରା ଦେଶରେ ଧୁମଧାମରେ ପାଳନ ହେଉଛି ପର୍ବ

ଆଜି ପବିତ୍ର ଶ୍ରୀରାମ ନବମୀ । ସଜେଇ ହୋଇଛି ରାମମନ୍ଦିର । କରୋନା ମହମାରି ୨ବର୍ଷ ପରେ ଶ୍ରୀରାମ ନବମୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ…

ଇମ୍ରାନ ଖାନ୍‌ ପରାଜୟ,ପ୍ରଧାନମନ୍ତ୍ରୀ ପଦରୁ ହେଲେ ବହିଷ୍କୃତ

ପାକିସ୍ତାନରେ ଇମ୍ରାନ ସରକାରର ପତନ । ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ ବରଣ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡିଛି ।…