ମାଆ ହତ୍ୟା କଲା ଶିଶୁ ପୁତ୍ର କୁ
କେନ୍ଦ୍ରାପଡା: ଘରୋଇ କଳିରୁ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ସାଜିଲା ରାକ୍ଷାସୀ । ମାତ୍ର ଦେଢ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା!-->…
