Odia News Portal

ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଆଉ ଏକ ଝଟକା ; ଆସନ୍ତା ବର୍ଷରୁ ମହଙ୍ଗା ହେବ ସ୍ୱାସ୍ଥ୍ୟ ସେବା

(ନୂଆଦିଲ୍ଲୀ) ବର୍ତ୍ତମାନ ସାରା ଦେଶରେ ଦରଦାମ ହୁ ହୁ ହୋଇ ବଡିବାରେ ଲାଗିଛି । ପେଟ୍ରୋଲ, ଡିଜେଲ.ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ଖାଦ୍ୟ, ପାନୀୟ, ପନିପରିବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ର୍ରୀର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ମହଙ୍ଗା ମାଡ଼ ସମୟରେ ଆଉ ଏକ

ବିପିନ ରାୱତଙ୍କ ବିୟୋଗ ପରେ ନୂଆ ସିଡିଏସ କିଏ ହେବ? ଏହି ଦୌଡରେ ଆ.ର ହରିକୁମାର ଓ ନରୱାଣେ

(ନୂଆଦିଲ୍ଲୀ): ଦେଶର ପ୍ରଥମ ସିଡିଏମ ବିପିନ ରାୱତଙ୍କ ଅକାଳ ବିୟୋଗ ପରେ କିଏ ହେବ ଦ୍ୱିତୀୟ ସିଡିଏସ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେନେଇ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଦୌଡରେ ସେନାର ମୁଖ୍ୟ ମୁକୁନ୍ଦ ନରୱଣେ ଏବଂ ନୌସେନାର ମୁଖ୍ୟ ଆର ହରିକୁମାର ରହିଛନ୍ତି ।

ଦୂର କରନ୍ତୁ ଓଠର କଳାପଣ

ଶୀତଦିନ ଆସିବା ମାତ୍ରେ ତ୍ୱଚାର ଅଧିକ ଦେଖାଶୁଣା କରିବା ନିହାତି ଆବଶ୍ୟକ ପଡିଥାଏ । ତ୍ୱଚାର ସଠିକ ଦେଖାଶୁଣା ନକରିବା ଦ୍ୱାରା ସ୍କିନ ଏବଂ ଓଠ ଫାଟିବାକୁ ଲାଗିଥାଏ । ଆଉ ଖାସ କରିକି ଶୀତଦିନେ ଆମେ ମାନେ ଆମ ମାନଙ୍କ ଶରୀରର ଅଧିକ ଧ୍ୟାନ ରଖିବା ଆବଶ୍ୟକତା ପଡିଥାଏ । ଅଧିକାଂଶ ଲୋକ କମଳାକୁ

ବିବାହ ପାଇଁ ସଜବାଜ

କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍।

୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ

ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ବିମାନବନ୍ଦରରେ ତାଙ୍କୁ ଅଟକ ରଖିବା ପରେ ଛାଡିଦେଇଥିଲେ ପବର୍ତ୍ତନ ନିର୍ଦ୍ଧେଶାଳୟ । କେବଳ ସେତିକି ନୁହେଁ ଏମିତି ବିଦେଶ ଯିବାକୁ ଅନୁମତି ମିଳିଛି । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ

ବାରଣାସୀ ଯିବେ ମୋଦୀ

ଡିସେମ୍ବର ୧୩ ଓ ୧୪ ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ øା ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ

ଏମିତି କଲେ ଆପଣ ବି ରହିବେ ସୁସ୍ଥ

ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯେପର୍ଯ୍ୟନ୍ତ ଆମେ କିଛି ଅସୁବିଧାର ଶୀକାର ନ ହୋଇଛେ ସେ ପର୍ଯ୍ୟନ୍ତ ଆମେ ମାନେ ଆମ ଶରୀରର ମହତ୍ୱ ବିଷୟରେ ଜାଣିପାରିବା ନାହିଁ । ଥରେ ରୋଗରେ ପଡିଲେ ତାର ଭରଣ ପୋଷଣରେ କଣ ଆଉ କେମିତି ଟଙ୍କା ଖର୍ଚ୍ଚ ହୁଏ ତାହା ଯିଏ କରେ ସେହିଁ ଜାଣିଛି ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଆୟ ବର୍ହିଭୂତ ସଂମ୍ପତ୍ତୀ ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢାଉ କରିଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ସେହିସମୟରେ ଏକକାଳୀନ ୩ଟି

ବଢୁଛି ଓମିକ୍ରନ ଭୟ

ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ଜୟପୁରର ଗୋଟିଏ ପରିବାରରୁ ସମସ୍ତେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ସମସ୍ତେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଇଥିଲେ ସମସ୍ତେ ଦକ୍ଷିଣ

ଆଜିଠୁ ବଦଳିବ ପାଗ

ବାତ୍ୟା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିଛି । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ଏହା ସହ ଆସନ୍ତା କାଲିଠୁ ପାଗରେ ପରିବର୍ତ୍ତନ ଆସିବ ଏବଂ ଶୀତ ଆରମ୍ଭ