Odia News Portal

ହସ୍ପିଟାଲରୁ ନବଜାତ ଶିଶୁ ନିଖୋଜ

ନୟଗଡ: ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ର ନିଖୋଜ ଅଭିଯୋଗ। ନିଖୋଜ ଶିଶୁ ପୁତ୍ରକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉଭୟ ବାପା ଓ ମାଆ। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁ ଏବଂ ତାଙ୍କ ପତ୍ନୀ ଜଲି ସ୍ୱାଇଁ ନୟାଗଡ ଜିଲା ହସ୍ପିଟାଲକୁ ଆସିଥିଲେ । ତାଙ୍କର ଏକ ଶିଶୁ

ଚୀନ ଗସ୍ତରେ ଇମ୍ରାନ ଖାନ୍

ପାକିସ୍ତାନ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା। ସାଉଦି ଆରବରୁ ବହୁତ କଡ଼ା ସର୍ତ୍ତରେ ୩ ବିଲିୟନର କ୍ୟାଶ ରିଜର୍ଭ ହାସଲ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩

ଲିପ୍ଟ ବାହାନାରେ ୭୫ ହଜାର ଲୁଟ୍

ରାଜଧାନୀରେ ମାତିଛନ୍ତି ଚୋର । ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେତିକି ଭୟ ମଧ୍ୟ ବଢାଉଛି । ପୋଲିସ ପାଇଁ ସେତିକି ବଡ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । କେନ୍ଦ୍ରାପଡା ରାଜକନିକାର ଜଣେ ଯୁବକ ବୀରେନ ପରିଡାଙ୍କୁ ଠକମାନେ ଲିଫ୍ଟ ଦେବାକୁ କହି ଲୁଟିନେଇଛନ୍ତି । ଗତ

ରାଜ୍ୟରେ କମୁଛି କରୋନା ସଂକ୍ରମଣ

କରୋନା ସଂକ୍ରମଣ ତଳ ଉପର ହେଉଛି । ଏବେର ଯେଉଁ ଟ୍ରେଣ୍ଡ ରହିଛି, ସଂକ୍ରମଣ କମୁଛି । ମୃତ୍ୟୁସଂଖ୍ୟା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲଟାର ଉପସ୍ଥିତି ରହିଛି । ସେହି କାରଣରୁ ମୃତ୍ୟୁ ହେଉଛି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ପୂର୍ବତନ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନ ମଣ୍ଡଳୀରୁ ଥରୁଟିଏ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ

ସୁନା ଚୋରି ମାମଲାରେ କୋରାପୁଟର ଜଣେ ଆଇଆଇସି ନିଲମ୍ବିତ

ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ । ସୂଚନା ଦେଲେ କୋରାପୁଟ ଏସପି । ସୁନା କ୍ରୟକାରୀଙ୍କ ପଳାୟନରେ ଆଇଆଇସିଙ୍କ ଭୂମିକା ଥିବା ଅଭିଯୋଗରେ ତାଙ୍କ

ଆଜିଠୁ ଆଫଗାନିସ୍ତାନରେ ପୁଣି ଖୋଲୁଛି ୧୫୦ ଟି ବିଶ୍ୱବିଦ୍ୟାଳୟ

ଆଫଗାନିସ୍ତାନରେ ଆଜିଠୁ ଖୋଲୁଛି ସମସ୍ତ ବିଶ୍ୱବିଦ୍ୟାଳୟ। ଦେଶର ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ଘୋଷଣା ଅନୁସାରେ, ସାର୍ବଜନିକ ବିଶ୍ୱବିଦ୍ୟାଳୟ ବୁଧବାର ଅର୍ଥାତ୍ ଆଜିଠୁ ଖୋଲୁଛି। ଆଫଗାନିସ୍ତାନରେ ସଂଯୁକ୍ତ ରାଷ୍ଟ୍ର ସହାୟତା ମିଶନ (UNAMA) ଏକ ଟ୍ଵିଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରି

ତପସ୍ୱିନୀ ସୁମିତି ବିବାଦ ମାମଲା:ଭରଣ ପୋଷଣ ପାଇଁ ନିର୍ଦ୍ଦେଶ

ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାଦ ମାମଲାରେ ଆଜି ଆସିଛି କୋର୍ଟଙ୍କ ରାୟ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ ସଂପର୍କିତ ତଳକୋର୍ଟଙ୍କ ରାୟ ହାଇକୋର୍ଟରେ କାଏମ ରହିଛି । ପ୍ରତିମା ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ

ବିଶ୍ୱ ଆଦ୍ରଭୂମି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ଆର୍ଦ୍ରଭୂମି ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ବନ ସିଙ୍କ୍ ଭାବେ ଆର୍ଦ୍ରଭୂମି ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ରୋକିଥାଏ । ଜଳବାୟୁ ପରିବର୍ତ୍ତନ ଜନିତ ବିଭିନ୍ନ ସମସ୍ୟାରୁ ଆଶ୍ୱସ୍ତି ଦେବା ସହ ମଧୁର ଜଳର ସ୍ରୋତ ପାଲଟି

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଦେବଗଡ: ଦେବଗଡ଼ ର ରିଆମାଳ ବ୍ଲକର ମିଶ୍ରଣ ପର୍ବରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ମଧ୍ୟ ଆଜି ଦଳରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲାବେଳେ,