Odia News Portal

ପୈାର ନିର୍ବାଚନ ପାଇଁ ପେବୃଆରୀ ୧୦ ରେ ଆସିବ ପ୍ରଥମିକ ଭୋଟର ତାଲିକା

୧୧୦ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲିଟି କର୍ପୋରେସନର ସୀମା

ଆଜି ଶ୍ରୀ ମନ୍ଦୀରରେ ମହାପ୍ରଭୁଙ୍କର ପଦ୍ମବେଶ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ।

ଦୁର୍ନୀତି ଅଭିଯୁକ୍ତିଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ ବରଖାସ୍ତ।

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ

କେନ୍ଦ୍ରୀୟ ବଜେଟରେ ଓଡିଶା ପ୍ରତି ଅନ୍ୟାୟ

କେନ୍ଦ୍ରୀୟ ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରିଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଓଡିଶାର ନ୍ୟାଯ୍ୟ ଦାବିକୁ ଅଣଦେଖା କରାଯାଇଛି । ଏପରିକି ଦରବୃଦ୍ଧିରେ ପ୍ରଭାବିତ ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଆଜି ଅର୍ଥମନ୍ତ୍ରୀ ନିର୍ମାଣ

ମାଇଁ ଟାଟା ପାୱାର ଆପର ଉନ୍ମୋଚନ

ଏଣିକି ଘରେ ରହି ଆଙ୍ଗୁଠି ଟିପରେ ଆପଣ ପାଇ ପାରିବେ ସେବା ଓ ସୂଚନା ।ମହାମାରୀ ସମୟରେ ସାମାଜିକ ଦୂରତ୍ୱ କାରଣ ପ୍ରତି ଯୋଗଦାନ ଦେଇ ପାରବେ । ଓଡିଶା ନାଗରିକ ମାନଙ୍କୁ ଏକ ଉକ୍ତର୍ଷ୍ଟ ଗ୍ରହାକ ସେବା ଅନୁଭୂତି ପ୍ରଦାନ କରିବା ପାଇଁ ମାଇଁ ଟାଟା ପାୱାର ମୋବାଇଲ ଆପକୁ ଉନ୍ମୋଚନ କରାଯାଇଛି ।

ବେଆଇନ ଖଣି ଖୋଳିବା ବେଳେ ଭୟଙ୍କର ଦୁର୍ଘଟଣା

ଝାଡଖଣ୍ଡ: ଧନବାଦର ଏକ ବେଆଇନ କୋଇଲା ଖଣିରେ ଖଣି ଖୋଳିବା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନିରସା ପ୍ରଖଣ୍ଡ ଅଞ୍ଚଳରେ ବେଆଇନ ଖଣିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି କିଛି ଲୋକ କୋଇଲା ଅତଡ଼ା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରିଲିଫ ଓ

ଭଡା ଘର କୂଅରୁ ମିଳିଲା ମୋ ବସ ମହିଳା କଣ୍ଟକ୍ଟର ଙ୍କ ମର ଶରୀର

ଭୁବନେଶ୍ୱର: ମୋ ବସ୍ ମହିଳା କଣ୍ଡକ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ। ସାମନ୍ତରାପୁରୁ ଶ୍ରୀରାମ ନଗର ଅଞ୍ଚଳର ରହୁଥିବା ମୋ ବସ୍ କଣ୍ଡକ୍ଟର କ୍ରିଷ୍ଣା ମହାନ୍ତିଙ୍କ ଗତକାଲି ଗଳିତ ମୃତ ଦେହ କୂଅରୁ ଉଦ୍ଧାର ହୋଇଛି। ଗତକାଲି ସମୟ ପାଖାପାଖି ସକାଳ ୬.୩୦ରୁ ୭ଟା ଭିତରେ କ୍ରିଷ୍ଣା ମହାନ୍ତି

କୋରାପୁଟ ଜିଲ୍ଲାର ୩ ନେତା ମିଶିଲେ ବିଜେଡିରେ

ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଜଣ ବଡ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ମିଶିଛନ୍ତି। ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର

୩ ରୁ ବର୍ଷାରେ ଭିଜିବ ଓଡିଶା,ପୁଣି ବଢିବ ଜାଡ

ଏବେ ରାଜ୍ୟରେ କମିଛି ଶୀତ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବଙ୍ଗୋପସାଗର ମଧ୍ୟରୁ ପ୍ରବାହିତ ଉଷ୍ଣ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବା ସହ ଶୀତ କମିଛି। ଏପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩

ବଜେଟ ଅଧିବେଶନ ୨୦୨୨: ବଢିଲା ଖେଳ ବଜେଟ ଦର

କେନ୍ଦ୍ର ସରକାରଙ୍କ ତରଫରୁ ଆଜି ସଂସଦରେ ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଆଜି ଲୋକସଭାରେ ଉପସ୍ଥାପନ ହୋଇଥିବା ବଜେଟରେ ଯଦି ଖେଳ ବଜେଟ କଥା କହିବା ତାହାଲେ ଚଳିତ ବଜେଟ ଭାଷଣରେ ଖେଳ ବଜେଟର ଉଲ୍ଲେଖ କରିନଥିଲେ